ବାସ୍ତୁଶାସ୍ତ୍ରରାଶିଫଳ

ଶୁକ୍ରବାର ରାଶିଫଳ: କେମିତି କଟିବ ଆଜିର ଦିନ


ସତ୍ୟଶିଖା( ଭୁବନେଶ୍ୱର)୧୯.୦୮ . ୨୦୨୨:

ମେଷ: ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବାରୁ ଘରେ କାହାରି ମନ ଭଲ ରହିବ ନାହିଁ । ଦୁର ବନ୍ଧୁଙ୍କ ସହିତ ନୂଆ ବ୍ୟବସାୟ କରିବା ପାଇଁ ସୁଯୋଗ ମିଳିବ । ଦୂରସ୍ଥାନକୁ ଯାତ୍ରା କଲାବେଳେ ସାବଧାନ ସହିତ ଯାଆନ୍ତୁ । ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଉନ୍ନତି କରିବେ ଓ ଚାକିରି କ୍ଷେତ୍ରରେ ସୁଯୋଗ ପାଇବେ ।

ବୃଷ: କର୍ମକ୍ଷେତ୍ରରେ ଖୁସି ଖବର ମିଳିବା ସହିତ ମାନସମ୍ମାନ ପ୍ରାପ୍ତି ହେବ । କଳାସଂସ୍କୃତିରେ ପ୍ରେରଣା ମିଳିବାରୁ ମନୋବଳ ଦୃଢ ହେବ।  ଗଣମାଧ୍ୟମରେ କାର୍ଯ୍ୟରତ ବ୍ୟକ୍ତିଙ୍କୁ ଖୁସି ଖବର ମିଳିବ । ବିଭିନ୍ନ ଦିଗରୁ ସାହାଯ୍ୟ ସହଯୋଗ ପାଇ ବାଦବିବାଦର ଅବସାନ ଘଟିବ।

ମିଥୁନ: ବ୍ୟବସାୟୀମାନେ ଲାଭ ପାଇଲେ ମଧ୍ୟ ସ୍ୱାସ୍ଥ୍ୟକୁ ନେଇ ଅର୍ଥବ୍ୟୟ ହେବ। ପାରିବାରିକ ସମସ୍ୟା ଯାହା ଥିଲା ତାହାର ସମାଧାନ ହେବ ।  ବହୁଦିନରୁ ବାକି ପଡିଥିବା  ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯାୟରେ ପହଞ୍ଚିବ।

କର୍କଟ: ପ୍ରତ୍ୟକ କାର୍ଯ୍ୟରେ ସଫଳତା ପାଇବେ ଓ ମାନସମ୍ମାନ ମିଳିବ। ବଡ ବ୍ୟବସାୟ ପାଇଁ ଚୁକ୍ତି କରିପାରନ୍ତି ଏବଂ ଅଧୁରା ଥିବା କାର୍ଯ୍ୟ ପୂରଣ କରିବେ । ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ବନ୍ଧୁବାନ୍ଧବଙ୍କଠାରୁ ପୂର୍ଣ୍ଣ ସହଯୋଗ ପାଇ ସବୁ ସ୍ୱପ୍ନ ସାକାର ହେବ ।

ସିଂହ: ପରିବାର ସଦସ୍ୟଙ୍କ ମଧ୍ୟରେ ଭଲ ବୁଝାମଣା ହେତୁ ହସଖୁସିର ବାତାବରଣ ଖେଳିଯିବ । ବାକି ପଡିଥିବା ଅର୍ଥ ଆଦାୟ ହେବ, ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ ।  ଘରେ ପୂଜାପୁଜିରେ ସମୟ ଅତିବାହିତ କରିବେ ।

କନ୍ୟା: ସାମାଜିକ କ୍ଷେତ୍ରରେ ମାନସମ୍ମାନ ପ୍ରାପ୍ତି ହେବ ଓ ଖୁସି ଖବର ମିଳିବ । ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଉନ୍ନତି କରିବେ କିନ୍ତୁ ପାରିବାରିକ ସମସ୍ୟା ଦେଖାଯିବ । ନୂଆ କାର୍ଯ୍ୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିବେ ।

Show More
Back to top button