ମେଷ-ନୂତନ ବନ୍ଧୁତା ସୃଷ୍ଟି କରିପାରନ୍ତି । କାର୍ଯ୍ୟରେ ବାଧା ବିଘ୍ନ ଉପୁଜିପାରେ । ଶୁଣା କଥାକୁ ବିଶ୍ୱାସ ନ କରି ନିଜେ ଦୂରଦୃଷ୍ଟିରେ ବାଟ ଚାଲିବା ଭଲ ହେବ ।
ବୃଷ-ମୂଲ୍ୟବାନ ଦ୍ରବ୍ୟଲାଭ ହେବ । ଦୁଶ୍ଚିନ୍ତାରୁ ମୁକ୍ତହେବେ । ପାରିବାରିକ ସୁଖଶାନ୍ତି ଅବ୍ୟାହତ ରହିବ । ଉନ୍ନତ ପଥରେବ ଢିଚାଲିବେ ।
ମିଥୁନ- ନୂତନ ଜାଗାକ୍ରୟ କରିବାର ସୁଯୋଗ ପାଇବେ । ସୁଖ-ସମ୍ମାନ ଲାଭ କରିପାରନ୍ତି । ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ ହେବା
କର୍କଟ- ନିତ୍ୟକର୍ମରେ ବ୍ୟାଘାତ ସୃଷ୍ଟି ହୋଇପାରେ । ପରର ଉପକାର କରି ଆତ୍ମସନ୍ତୋଷ ଲାଭ କରିବେ । ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ ହୋଇପାରେ ।
ସିଂହ-ଦୁର୍ଘଟଣାରୁ ରକ୍ଷା ପାଇଯିବେ । ଶାରୀରିକ ପୀଡା ଅନୁଭବ କରିପାରନ୍ତି । ଅତ୍ୟଧିକ ପରିଶ୍ରମ ହେତୁ କ୍ଲାନ୍ତ ଅନୁଭବ କରିବେ । ଅଷ୍ଟମ ଚନ୍ଦ୍ରଭୋଗ ହେତୁ ସତର୍କରେ ଚଳିବେ ।
କନ୍ୟା- ସହକର୍ମୀଙ୍କ ସହ ସହମତିରେ କାର୍ଯ୍ୟ କରିବେ । ଆମୋଦ-ପ୍ରମୋଦରେ ଦିନଟି ଅତିବାହିତହେବ । ମନରେ ଉତ୍ସାହ ଉଦ୍ଦିପନା ଜାତହେବ ।
ତୁଳା- କାର୍ଯ୍ୟରେ ସଫଳତା ଲାଭ କରିବେ । ଅର୍ଥ ଲାଭର ଅପୂର୍ବ ସୁଯୋଗ ସୃଷ୍ଟି ହୋଇଛି । କାର୍ଯ୍ୟହାସଲ କରିବାରେ ସିଦ୍ଧିହସ୍ତ ହେବୋ
ବିଛା-ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଆଶା କରୁଥିବା ସୁବିଧା-ସୁଯୋଗ ହାସଲ କରିପାରିବେ । ବିଭିନ୍ନ ଦିଗରୁ ଅର୍ଥାଗମ ହେବ । କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ ।
ଧନୁ- ଶତ୍ରୁତା ଉପରେ ତୀକ୍ଷ୍ଣ ଦୃଷ୍ଟିରଖିବାକୁ ପଡିବ । ସର୍ତକତାର ସହ କାର୍ଯ୍ୟ କରିବାକୁ ପଡିବ । କର୍ମତତ୍ପରତା ପ୍ରକାଶ ପାଇବ । ମନରେ ଥିବାସମସ୍ତଶଙ୍କା ଦୂରହେବ ।
ମକର-କାର୍ଯ୍ୟ ହାସଲ କରିବାରେ ସକ୍ଷମ ହୋଇପାରନ୍ତି । କାର୍ଯ୍ୟରେ ସଫଳତା ଲାଭ କରିବେ । ଆୟବୃଦ୍ଧିର ସୁଯୋଗ ଜୁଟୁଛି । କର୍ମକ୍ଷେତ୍ର ବହୁ ଶୁଭଫଳ ମିଳିବ ।
କୁମ୍ଭ- ଧୀରେ ସୁସ୍ଥେ କାର୍ଯ୍ୟ କରିବାକୁ ପସନ୍ଦ କରିବେ । ସୌଭାଗ୍ୟ ବୃଦ୍ଧି ସୂଚନା ମିଳୁଛି । ଗୁରୁଜନ ଓ ଉଚ୍ଚ କର୍ତ୍ତୃପକ୍ଷଙ୍କ ଠାରୁ ଆଦର ସମ୍ମାନ ମିଳିବ ।
ମୀନ- ସୁଖ-ଶାନ୍ତିରେ ଦିନଟି ଅତିବାହିତ ହେବ । ଆୟ ଆଶାନୁରୂପ ହେବ । ସରକାରୀ ଅଥବା ବନ୍ଧୁ ସହାୟତା ମିଳିବ । ଚିନ୍ତାଧାରା ଉନ୍ନତ ମାନର ହେବ ।
ଶୁକ୍ରବାର ରାଶିଫଳ: କେମିତି କଟିବ ଆଜିର ଦିନ
