ସତ୍ୟଶିଖା( ଭୁବନେଶ୍ୱର )୧୭.୦୬. ୨୦୨୨ :
ମେଷ: ବ୍ୟବସାୟ ବାଣିଜ୍ୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଅର୍ଥଜନୀତ ସମସ୍ୟା ଯୋଗୁଁ ମନ ଅଶାନ୍ତ ରହିବ। ମହିଳାମାନେ ଚିନ୍ତିତ ରହିବେ ।
ବୃଷ: କର୍ମକ୍ଷେତ୍ରରେ ମାନ ସମ୍ମାନ ପାଇବେ। ପଦୋନ୍ନତି ହେବାର ଯଥେଷ୍ଟ ସମ୍ଭାବନା ଅଛି। ଆର୍ଥିକ ସ୍ଥତି ମଧ୍ୟ ଭଲ ରହିବ।
ମିଥୁନ: ବ୍ୟବସାୟ ବାଣିଜ୍ୟରେ ଆୟ ତୁଳନାରେ ବ୍ୟୟ ଅତ୍ୟଧିକ ହେବା ଯୋଗୁଁ ମନ ଅଶାନ୍ତି ରହିବ। ନିଜର ମନପସନ୍ଦର ଦ୍ରବ୍ୟହାନୀ ହୋଇପାରେ । ମହିଳାମାନେ ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଇ ଗତି କରି ଥାଆନ୍ତି ।
କର୍କଟ: କର୍ମକ୍ଷେତ୍ରରେ ସହଯୋଗୀମାନଙ୍କ ଦ୍ୱାରା ସମ୍ମାନ ପାଇବେ । ବ୍ୟବସାୟ ବାଣିଜ୍ୟରେ ଆୟ ଭଲ ହେବ। ମହିଳାମାନେ ସୁଖ ଶାନ୍ତିରେ ଦିନଟି କାଟିବେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଅଟକିଥିବା କାର୍ଯ୍ୟ ପୂରଣ କରିବାକୁ ଚେଷ୍ଟା କରିବେ।
ସିଂହ: ଦୂରଯାତ୍ରାର ସୁଯୋଗ ଆସିବା ସହ ବନ୍ଧୁବାନ୍ଧବଙ୍କ ସହ ମିଳନ ହେବ। ନୂତନ କର୍ମପନ୍ଥା ମିଳିପାରେ, ଚେଷ୍ଟା କରନ୍ତୁ । କିଛି କାରଣରୁ ମାନସିକ ଅଶାନ୍ତି ଦେଖା ଦେଇପାରେ ।
କନ୍ୟା: ନିଜର କିଛି ଭୁଲ କାର୍ଯ୍ୟ ଯୋଗୁଁ ନିଜେ ଅନୁତପ୍ତ ହେବେ। କର୍ମକ୍ଷେତ୍ରରେ ବିବାଦ ଦେଖାଦେଇପାରେ, ସତର୍କ ରୁହନ୍ତୁ । ମହିଳାମାନେ ଧର୍ମପରାୟଣ ହେବେ।