ସତ୍ୟଶିଖା (ଭୁବନେଶ୍ୱର) ୧୮.୦୩.୨୦୨୨:
ମେଷ–ବିଚାର ଓ କାର୍ଯ୍ୟଦକ୍ଷତା ପ୍ରଦର୍ଶନରେ ଉଚ୍ଚ କର୍ତ୍ତୃପକ୍ଷ ସନ୍ତୁଷ୍ଟ ରହିବେ । ଉଚ୍ଚ ଅଭିଳାଷ ପୂରଣ ହେବ । ଦାମ୍ପତ୍ୟ ସୁଖ, ପରୋପକାର, ଆର୍ଥିକ ସ୍ୱଚ୍ଛଳତା,ରାଜନୀତିରେ ଉତ୍ତମ ବୁଝାମଣା, ଧର୍ମାନୁଷ୍ଠାନ ସହ ସୁସଂପର୍କ ରଖିବେ ।ଶୁଭରଙ୍ଗ କଫି ।ଶୁଭ ଅଙ୍କ ୩ ।
ବୃଷ–ସମସ୍ୟାବହୁଳ ଦିନଟିଏ ।ତର୍କବିତର୍କରୁ ଦୂରେଇ ରହିବାଭଲ । ପରିବାରରେ ଶାନ୍ତି ଦାୟକସ୍ଥିତି, ମୂଲ୍ୟବାନ ଦ୍ରବ୍ୟ ନଷ୍ଟ, ଅନିୟମିତ ଆହାର , ବିଶ୍ରାମ, ଦେବ କାର୍ଯ୍ୟରେ ନିଷ୍ଠା, ରାଜନୀତିରେ ନିନ୍ଦା ଅପବାଦର ସମ୍ଭାବନା ।ଶୁଭରଙ୍ଗଗ୍ରୀନ୍ ।ଶୁଭ ଅଙ୍କ ୬ ।
ମିଥୁନ – ପାରିବାରିକସୁଖସୌଭାଗ୍ୟ ଅବ୍ୟାହତରହିବ ।ଜମିବାଡିସଂପର୍କୀତବିବାଦ ସମାଧାନ କରିବେ ।ମାନସିକ ଅସ୍ଥିରତା ଦୂରହେବ ନାହିଁ ।କର୍ମକ୍ଷେତ୍ରରେସ୍ଥିତିସୁଦୃଢକରିବେ ।ବନ୍ଧୁମାନେ ସହ-ଯୋଗୀହେବେ ।ରାଜନୀତିରେ ଅସ୍ଥିରଭାବରହିବ ।ଶୁଭରଙ୍ଗଗ୍ରୀନ୍ ।ଶୁଭ ଅଙ୍କ ୬ ।
ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।
କର୍କଟ–ଘାତଚନ୍ଦ୍ର ଦିନ ସାରାଭୋଗହେବ ।ସ୍ଥିରବୁଦ୍ଧି ପ୍ରୟୋଗ ନ କଲେ ପ୍ରତିକ୍ଷେତ୍ରରେକ୍ଷତିସହିବେ ।ସ୍ୱାସ୍ଥ୍ୟରେ ଅବନତି , ପାରିବାରିକସୁଖ, କର୍ମକ୍ଷେତ୍ରରେନେତୃତ୍ୱଲାଭ , ଦୂର ଯାତ୍ରାରେବ୍ୟୟ, ବ୍ୟବସାୟରେସମୃଦ୍ଧି ଓ ରାଜନୀତିରେ ଅଧୋଗତି ଆସିବ ।ଶୁଭରଙ୍ଗଲାଲ୍ ।ଶୁଭ ଅଙ୍କ ୩ ।
ଚାଷୀ-ଚାଷରେଉନ୍ନତି ପାଇଁକୃଷିବିଭାଗର ପରାମର୍ଶ ନିଅନ୍ତୁ ।
ସିଂହ –ଶ୍ରୀଚନ୍ଦ୍ରଭୋଗ ପାଇଁ ଦିନଟିମଙ୍ଗଳ ଦାୟକ ଅଟେ ।ମନରେସନ୍ତୋଷ,କର୍ମରେଶୃଙ୍ଖଳା, ସଜ୍ଜନ ସଂପର୍କ, ପରୋପକାର, ସୁଖାଦ୍ୟ, ମନୋରଂଜନ ଏବଂବସ୍ତ୍ରାଳଙ୍କାର ପ୍ରାପ୍ତି ଅଛି ।ରାଜନୀତିରେ ଉଚ୍ଚ ପଦାସୀନଙ୍କସାହାର୍ଯ୍ୟମିଳିବ ।ଶୁଭରଙ୍ଗଲାଲ୍ ।ଶୁଭ ଅଙ୍କ ୧ ।
ଚାଷୀ- କୀଟ ନାଶକରସଠିକ୍ସମୟରେବ୍ୟବହାରକରନ୍ତୁ ।
କନ୍ୟା–କର୍ମକ୍ଷେତ୍ରରେ ଅଯଥା ଅଭିଯୋଗ ଆସିବ । ଉଚ୍ଚ କର୍ତ୍ତୃପକ୍ଷ ନିରବରହିବାକୁବାଧ୍ୟ ହେବେ । ଦୈହିକସ୍ୱାସ୍ଥ୍ୟସେପରି ଭଲ ନ ରହିପାରେ । ଯାନ ବାହାନରେବ୍ୟୟସାମାଜିକ ପ୍ରତିଷ୍ଠା, ବ୍ୟବସାୟରେଉନ୍ନତି, ଧର୍ମକାର୍ଯ୍ୟରେ ଆଗ୍ରହହେବ ।ଶୁଭରଙ୍ଗବ୍ରାଉନ୍ ।ଶୁଭ ଅଙ୍କ ୩ ।
ଚାଷୀ-ଚାଷକାର୍ଯ୍ୟରେଉନ୍ନତି ପରିଲକ୍ଷିତହେବ ।
ତୁଳା– ଦିନଟିଶାନ୍ତିସନ୍ତୋଷ ପ୍ରଦାୟକହେବ ।ମାଙ୍ଗଳିକକାର୍ଯ୍ୟକ୍ରମରେସକ୍ରିୟ ଅଂଶଗ୍ରହଣକରିବେ ।ବ୍ୟୟହେଲେ ମଧ୍ୟ କାର୍ଯ୍ୟମାନ ସଂପାର୍ଦିତହେବ । ଦ୍ରବ୍ୟଲାଭ , ନିମ୍ନ ଅଙ୍ଗରେ ପୀଡାକିମ୍ବାଗୁରୁଜନଙ୍କସ୍ୱାସ୍ଥ୍ୟସମସ୍ୟାଚିନ୍ତାବଢାଇବ ।ଶୁଭରଙ୍ଗଲାଲ୍ ।ଶୁଭ ଅଙ୍କ ୮ ।
ବିଛା– ଆଥିôକସ୍ଥିତିଉପରେ ପ୍ରଭାବହେବ । ପରୋକ୍ଷରେଶତ୍ରୁବଢିବେ । ଥଣ୍ଡାସର୍ଦ୍ଦିହେତୁକସ୍ୱାସ୍ଥ୍ୟସମସ୍ୟା ଆସିବ । ଯାନବାହନରେବ୍ୟୟ, ଉଦ୍ୟମସଫଳ, ଆଧ୍ୟାତ୍ମିକ ଅନୁଚିନ୍ତନ ବୃଦ୍ଧି, ବ୍ୟବସାୟିକଲାଭ ଓ ରାଜନୀତିରେକ୍ଷମତାବୃଦ୍ଧି ।ଶୁଭରଙ୍ଗ ଧୂସର ।ଶୁଭ ଅଙ୍କ ୯ ।
ଧନୁ – ଆର୍ଥିକସ୍ଥିତିସ୍ୱଚ୍ଛଳରହିବ ।ମନରେସନ୍ତୋଷକର୍ମରେ ନିୟାମିତତା, ବ୍ୟୟ ଆବଶ୍ୟକତା ଅନୁସାରେକରିବେ । ପରିବାରରେଗୁରୁଜନଙ୍କସ୍ୱାସ୍ଥ୍ୟସମସ୍ୟାଚିନ୍ତାବଢାଇବ ।ବୈଷୟିକଉନ୍ନତି, ପରୋପକାରକରି ଆତ୍ମସନ୍ତୋଷ ପାଇବେ ।ଶୁଭରଙ୍ଗ ପିଙ୍କ୍ ।ଶୁଭ ଅଙ୍କ ୩ ।
ମକର–ସାରା ଦିନ ଘାତଚନ୍ଦ୍ରଭୋଗହେବ । ଅଭାବ ଅନଟନ, କାର୍ଯ୍ୟକ୍ରମରେବିଶୃଙ୍ଖଳା, ପରୋକ୍ଷରେଶତ୍ରୁବୃଦ୍ଧି, ମାନସିକ ଅସହାୟତା, ବନ୍ଧୁବାନ୍ଧବଙ୍କଠାରୁ ଗଠନ ମୂଳକ ପରାମର୍ଶ ପାଇବେ ।ରାଜନୀତିରେବିବାଦୀୟସ୍ଥିତି ଆସିପାରେ ।ଶୁଭରଙ୍ଗ ଧୂସର ।ଶୁଭ ଅଙ୍କ ୫ ।
ଚାଷୀ- କାର୍ଯ୍ୟମନ୍ଥରହେବ ।
କୁମ୍ଭ -ଆୟଉପାର୍ଜନରେ ଅନିଶ୍ଚିତ ସ୍ଥିତି ଆସିପାରେ ।ବିବେକାନୁମୋଦିତକାମସର୍ବଦା କରଣୀୟ । ଅଣ୍ଟା ମେରୁଦଣ୍ଡ ରେ ପୀଡା, ଉଚ୍ଚ ସଂପର୍କରେଉନ୍ନତି, ବ୍ୟୟବୃଦ୍ଧି , ପରିବାରରେମତ ପାର୍ଥକ୍ୟର ସମ୍ଭାବନା ଅଛି ।ଶୁଭରଙ୍ଗଗ୍ରୀନ୍ ।ଶୁଭ ଅଙ୍କ ୫ ।
ମୀନ – ଶୁଭାକାଂକ୍ଷୀମାନେ ସହ-ଯୋଗରହାତବଢେଇବେ ।ବାସଗୃହରେ ଆବଶ୍ୟକ ଥିବାସଂସ୍କାର ଆଣିପାରିବେ । ପରିବାରରେସମ୍ୟକବୁଝାମଣା, ଉପହାର ପ୍ରାପ୍ତ,ି ଦୂର ଯାତ୍ରାରେବ୍ୟୟ ଆଧ୍ୟାତ୍ମିକ ଦିଗରେବିଶ୍ୱାସ ଓ ରାଜନୀତିରେଜନାଦୃତିମିଳିବ ।ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୭ ।