ଶ୍ରାବଣ ମାସରେ କରନ୍ତୁ ଏହି କାମ, ମିଳିବ ଯୋଗ୍ୟ ବର

ଶ୍ରାବଣ ମାସକୁ ପବିତ୍ର ମାସ ବୋଲି କୁହାଯାଏ। ଏହି ମାସରେ ସବୁଆଡ଼େ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ। ଏହି ମାସରେ ଆପଣ ଯଦି କିଛି ବାସ୍ତୁ ଉପାୟ ଅବଲମ୍ବନ କରିବେ, ତା’ହେଲେ ଘରେ ସବୁବେଳେ ସୁଖଶାନ୍ତିର ବାତାବରଣ ରହିବା ସହ ଏକ ସକାରାତ୍ମକ ପରିବେଶ ମଧ୍ୟ ସୃଷ୍ଟି ହେବ। ତା’ହେଲେ ଜାଣନ୍ତୁ, ବାସ୍ତୁ ଅନୁସାରେ ଏହି ମାସରେ କେଉଁ ସବୁ ଉପାୟ ଅବଲମ୍ବନ କଲେ ଶୁଭ ଫଳ ପ୍ରାପ୍ତି ହୁଏ।
୧- ଏହି ମାସରେ ପୂର୍ବ ଦିଗର ବିଷେଶ ମହତ୍ତ୍ୱ ରହିଥାଏ। ଆପଣ ଯଦି ପୂର୍ବ ଦିଗରେ ଛୋଟ ଜଳ କ୍ଷେତ୍ର ରଖିବେ, ତା’ହେଲେ ଏହା ଆପଣଙ୍କ ଘରକୁ ସକାରାତ୍ମକ ଶକ୍ତି ପ୍ରଦାନ କରିବ।
୨- ବାସ୍ତୁ ଅନୁସାରେ ଏହି ମାସରେ ପୂର୍ବ ଦିଗରେ ଭଗବାନ ଶିବଙ୍କ ଫଟୋ ଲଗାଇବା ଦ୍ୱାରା ମଧ୍ୟ ଘରେ ମଙ୍ଗଳ ହୋଇଥାଏ। ସେହିପରି ଏହି ମାସରେ ଆପଣ ଘରେ ଅର୍ଦ୍ଧନାରୀଶ୍ୱରଙ୍କ ଫଟୋ ବି ଲଗାଇ ପାରିବେ। ଶ୍ରାବଣ ମାସରେ ଘରେ ଏହି ଫଟୋ ଲଗାଇଲେ ପତି-ପତ୍ନୀଙ୍କ ମଧ୍ୟରେ ମଧୁରତା ବଢ଼େ।
ଆହୁରି ପଢ଼ନ୍ତୁ
୫- ଦୁଦୁରା ଫୁଲ ଭଗବାନ ଶିବଙ୍କର ଅତିପ୍ରିୟ। ଏଥିପାଇଁ ପୂଜା ବେଳେ ତାଙ୍କଠାରେ ଏହି ଫୁଲ ଲାଗି ହୋଇଥାଏ। ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ଦୁଦୁରା ଫୁଲ ଅର୍ପଣ କରିବା ଦ୍ୱାରା ସମସ୍ୟାର ସମାଧାନ ହୋଇଥାଏ ବୋଲି ବିଶ୍ୱାସ ରହିଛି।
ଆହୁରି ପଢ଼ନ୍ତୁ
[ad_2]