ରାଜ୍ୟ

ମାଲକାନଗିରିରେ ୪୮ ଖଣିର ଟେଣ୍ଡର ବାତିଲ

ସତ୍ୟଶିଖା(ଭୁବନେଶ୍ୱର ) ୨୪.୦୮ .୨୦୨୧: ମାଲକାନଗିରି(ଜିତେନ୍ଦ୍ର ବେଉରା): ଲଘୁ ଖଣିଜ ଉତ୍ସ ନିଲାମ ପାଇଁ ଗତ ମାର୍ଚ୍ଚରେ ମାଲକାନଗିରି ଜିଲ୍ଲାରେ ୪୮ଟି ଖଣି ଲିଜ୍ ପାଇଁ ଟେଣ୍ଡର ଦିଆଯାଇଥିବା ବେଳେ ଏବେ ତାହାକୁ ବାତିଲ କରି ଦିଆଯାଇଛି। ଟେଣ୍ଡର ଅନିୟମିତତାରେ ପୂର୍ବତନ ଜିଲ୍ଲାପାଳଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିବା ବେଳେ ଏବେ  ସମସ୍ତ ୪୮ଟି ଲଘୁ ଖଣି ଲିଜ୍ ଟେଣ୍ଡର ବାତିଲ୍ କରି ଦିଆଯାଇଛି।   ଦକ୍ଷିଣାଞ୍ଚଳ ଆରଡିସିଙ୍କ ସୁପାରିସ୍ କ୍ରମେ ଜିଲ୍ଲାପାଳ ବିଶାଲ ସିଂ  ଏପରି ପଦକ୍ଷେପ ନେଇଛନ୍ତି । ଯାହାକି ଏବେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି।  ମାଲକାନଗିରି(ଜିତେନ୍ଦ୍ର ବେଉରା): ଲଘୁ ଖଣିଜ ଉତ୍ସ ନିଲାମ ପାଇଁ ଗତ ମାର୍ଚ୍ଚରେ ମାଲକାନଗିରି ଜିଲ୍ଲାରେ ୪୮ଟି ଖଣି ଲିଜ୍ ପାଇଁ ଟେଣ୍ଡର ଦିଆଯାଇଥିବା ବେଳେ ଏବେ ତାହାକୁ ବାତିଲ କରି ଦିଆଯାଇଛି। ଟେଣ୍ଡର ଅନିୟମିତତାରେ ପୂର୍ବତନ ଜିଲ୍ଲାପାଳଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିବା ବେଳେ ଏବେ  ସମସ୍ତ ୪୮ଟି ଲଘୁ ଖଣି ଲିଜ୍ ଟେଣ୍ଡର ବାତିଲ୍ କରି ଦିଆଯାଇଛି।   ଦକ୍ଷିଣାଞ୍ଚଳ ଆରଡିସିଙ୍କ ସୁପାରିସ୍ କ୍ରମେ ଜିଲ୍ଲାପାଳ ବିଶାଲ ସିଂ  ଏପରି ପଦକ୍ଷେପ ନେଇଛନ୍ତି । ଯାହାକି ଏବେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି।

Show More
Back to top button