ସତ୍ୟଶିଖା ୨୪ /୧୨/୨୦୨୦ : ଜାମ୍ମୁ-କାଶ୍ମୀରରୁ ଗୁରୁବାର ୪ ଆତଙ୍କବାଦୀ ଗିରଫ ହୋଇଛନ୍ତି । ସେନା ପକ୍ଷରୁ ଅବନ୍ତୀପୋରା ଜିଲାରେ ସର୍ଚ୍ଚ ଅପରେଶନ ଜାରି ରହିଥିବାବେଳେ ଏହି ଆତଙ୍କବାଦୀମାନେ ଧରାପଡ଼ିଛନ୍ତି । ସମସ୍ତ ଆତଙ୍କବାଦୀ ଅଲ-ବଦର ସଂଗଠନର ବୋଲି ଜଣାପଡ଼ିଛି । ଗିରଫଦାରି ପରେ ସମ୍ପୂର୍ଣ୍ଣ ଅଞ୍ଚଳକୁ ସିଲ୍ କରି ସର୍ଚ୍ଚ ଅପରେଶନକୁ ଅଧିକ କଡ଼ାକଡ଼ି କରାଯାଇଛି ।
ଜାମ୍ମୁରୁ ୪ ଆତଙ୍କବାଦୀ ଗିରଫ, ଏକେ-୫୬ ଜବତ
