ନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

ଏସ୍‌ସିବି ଅଧ୍ୟକ୍ଷ ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ମାତୃ ବିୟୋଗ l

ସତ୍ୟଶିକ୍ଷା (କଟକ) ୨୩.୦୯.୨୦୨୦ : ଏସ୍‌ସିବି ଅଧ୍ୟକ୍ଷ ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ମାତୃ ବିୟୋଗ । ଚିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଗତ ୧୫ରେ ଦତ୍ତେଶ୍ୱରଙ୍କ ବାପା ଚିତ୍ତରଞ୍ଜନ ହୋତାଙ୍କ ଦେହାନ୍ତ ହୋଇଥିଲା ।

Show More
Back to top button