ଫ୍ଲିପକାର୍ଟ କ୍ୱିଜ୍

ସତ୍ୟଶିଖା (ନୂଆଦିଲ୍ଲୀ) ୨୧.୧୨.୨୦୨୦ : ଫ୍ଲିପକାର୍ଟରେ ପୁଣି ଡେଲି ଟ୍ରିବିୟା ଆରମ୍ଭ ହୋଇଛି । ଆମାଜନ୍ ଆପ୍ କ୍ୱିଜ୍ ଆପ୍ ଓନ୍ଲି କ୍ୱିଜ୍ ଅଛି ଯାହା ଆଣ୍ଡ୍ରଏଡ଼ ଏବଂ iOS ରେ କାମ କରିଥାଏ । ସେହିଭଳି ଫ୍ଲିପକାର୍ଟ କ୍ୱିଜ (Flipkart Quiz) ମଧ୍ୟ ୟୁଜର୍ସଙ୍କୁ ପୁରସ୍କାର ଜିତିବାକୁ ମଉକା ଦେଇଥାଏ । ୟୁଜର୍ସ ଫ୍ଲିପକାର୍ଟ କ୍ୱିଜରେ ଭାଗ ନେଇ କୁପନ୍, ପ୍ରାଇଜ୍ ଓ ଅନେକ ପ୍ରକାର ଉପହାର ଜିତିପାରିବେ । ତାଛଡା ଅଂଶଗ୍ରହଣକାରୀ ଫ୍ଲିପକାର୍ଟ ସୁପରକଏନ୍ ମଧ୍ୟ ଜିତି ପାରିବେ । ପୁରସ୍କାର ଜିତିବା ପାଇଁ ୟୁଜର୍ସଙ୍କୁ ୫ଟି ପ୍ରଶ୍ନର ଉତ୍ତର ଦେବାକୁ ହେବ । ଆଜିର ପ୍ରଶ୍ନ କଣ ଜାଣନ୍ତୁ :
କ୍ୱିଜ୍ ପୁରସ୍କାରର ପାତ୍ର ହେବାକୁ ପ୍ରତିଯୋଗୀଙ୍କୁ କ୍ୱିଜର ସମସ୍ତ ପ୍ରଶ୍ନର ସଠିକ ଉତ୍ତର ଦେବାକୁ ହେବ । କ୍ୱିଜରେ ୫ଟି ପ୍ରଶ୍ନ ରହିଥାଏ | କ୍ୱିଜ୍ ଡେଲି ଇଭେଣ୍ଟ ଏବଂ କରେଣ୍ଟ ଅଫେୟର୍ସ ଉପରେ ଆଧାରିତ । କ୍ୱିଜ୍ ରାତି ୧୨ଟା ରୁ ଦିନ ୧୨ଟା ଯାଏଁ ଚାଲିଥାଏ । ଆଜିର କ୍ୱିଜର ୫ଟି ପ୍ରଶ୍ନ ନିମ୍ନରେ ଦିଆଯାଇଛି ।ପ୍ରଥମ ପ୍ରଶ୍ନ – ୧୯୮୪ ମସିହାରେ କେଉଁ ଅଭିନେତା ଆହ୍ଲାବାଦ ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ଜିତିଥିଲେ ?
ଉତ୍ତର – ଅମିତାଭ ବଚ୍ଚନ
ଦ୍ୱିତୀୟ ପ୍ରଶ୍ନ – ଆଗାମୀ ଶୋ ’ହାଉସ୍ ଅଫ୍ ଡ୍ରାଗନ୍’ କେଉଁ ଟିଭି ଧାରାବାହିକର ଏକ ପ୍ରିକ୍ୱେଲ୍ ?
ଉତ୍ତର – ଗେମ୍ ଅଫ୍ ଥ୍ରୋନ୍ସ
ତୃତୀୟ ପ୍ରଶ୍ନ – ଫିଲ୍ମ ‘ପଦ୍ମାବତ’ରେ ନଜର ଆସିଥିବା ଜିମ ସରବ ବଲିଉଡର କେଉଁ ଫିଲ୍ମରେ ଡେବ୍ୟୁ କରିଥିଲେ ?
ଉତ୍ତର – ନୀରଜା
ଚତୁର୍ଥ ପ୍ରଶ୍ନ – ଟିଭି ଧାରାବାହିକ ‘ଦି ହିଚିକର୍ ଗାଇଡ୍ ଟୁ ଗାଲାକ୍ସି’ କାହାର ପୁସ୍ତକର ଏକ ଆଡାପ୍ଟେସନ୍ ?
ଉତ୍ତର – ଡଗଲାସ୍ ଆଡାମ୍ସ
ପଞ୍ଚମ ପ୍ରଶ୍ନ – ଆନିମେଟେଡ୍ ସର୍ଟ ଫିଲ୍ମ ଷ୍ଟିମ୍ବୁଟ୍ ୱିଲି ସହିତ କିଏ ଆନିମେଟେଡ ଡେବ୍ୟୁ କରିଥିଲା ?
ଉତ୍ତର – ମିକି ମାଉସ