ସତ୍ୟଶିଖା (ଭୁବନେଶ୍ୱର) ୩୦/୧୦/୨୦୨୦ : ରବିବାରଠୁ କାର୍ତ୍ତିକ ଆରମ୍ଭ । ମାସେ ଯାଏଁ ଆଇଁଷ ଛୁଇଁ ହେବନି । ହାତରେ ଆଉ ଆଜି ଓ କାଲି । କିନ୍ତୁ ଶନିବାର ଲକ୍ଷ୍ମୀପୂଜା ପଡୁଛି । ତେଣୁ ପ୍ରାକ୍ଛାଡ଼ଖାଇ ପାଇଁ ଆଜି ଗୋଟିଏ ଦିନ ହିଁ ହାତରେ । ତେଣୁ ଆମିଷ ମାର୍କେଟରେ ଭିଡ଼ ହେବ। ତା’ ସାଙ୍ଗକୁ ଦର ବି ବଢ଼ିଛି ।
ଛାଡ଼ଖାଇ ପୂର୍ବରୁ ଆମିଷ ବଜାରରେ ମହଙ୍ଗା ମାଡ଼
