ସତ୍ୟଶିଖା : ୧୨/୦୪/୨୦୨୫: ଚଳନ୍ତା ଟ୍ରେନ୍ରେ ନିଆଁ । କୋଇଲା ବୋଝେଇ ଟ୍ରେନ୍ରେ ଲାଗିଲା ନିଆଁ । ପଲସାରୁ ଭୁବନେଶ୍ୱର ଯାଉଥିବା କୋଇଲା ବୋଝେଇ ଟ୍ରେନ୍ରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି । ଖଲ୍ଲିକୋଟ ଷ୍ଟେସନ ଅତିକ୍ରମ କରିବା ପରେ କୋଇଲା ବୋଝେଇ ଟ୍ରେନ୍ରେ ହଠାତ ନିଆଁ ଲାଗିଯାଇଥିଲା । ଟ୍ରେନ୍ଟିକୁ ବାଲୁଗାଁ ରେଳ ଷ୍ଟେସନରେ ଅଟକାଇ ଲାଗିଥିବ ନିଆଁକୁ ଆୟତ୍ତ କରୁଛି ବାଲୁଗାଁ ଅଗ୍ନିଶମ ବିଭାଗ । ନିଆଁ ଲାଗିବାର କାରଣ ଜଣାପଡିନାହିଁ ।
ଚଳନ୍ତା ଟ୍ରେନ୍ରେ ନିଆଁ । କୋଇଲା ବୋଝେଇ ଟ୍ରେନ୍ରେ ଲାଗିଲା ନିଆଁ ।
