ସତ୍ୟଶିଖା (ଖୋର୍ଦ୍ଧା) ୧୩/୧୧/୨୦୨୦ : ବାଇକ୍ ସୋ ରୁମ୍ ପଛପଟ ଓ୍ବାର୍କସପରେ ଅଗ୍ନିକାଣ୍ଡ । ନିଆଁ ଉଗ୍ରରୂପ ଧାରଣ କରିବା ପୂର୍ବରୁ ଦମକଳ ବାହିନୀ କର୍ମଚାରୀ ନିଆଁକୁ ଆୟତ୍ତ କରିଥିଲେ । କୋର୍ଟ ସାମ୍ନାରେ ଥିବା ହିରୋ ସୋ ରୁମର ୱାର୍କସପରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା ।
ବାଇକ୍ ସୋରୁମ୍ରେ ଅଗ୍ନିକାଣ୍ଡ
