ସତ୍ୟଶିଖା (ନୂଆଦିଲ୍ଲୀ) ୨୨/୧୦/୨୦୨୦ : ବଲିଉଡ ଦବଙ୍ଗ ସଲମାନ ଖାନ ଫିଲ୍ମ ‘ରାଧେ’ର ସୁଟିଂ ଶେଷ କରିଛନ୍ତି । ସଲମାନଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରୁ ଫିଲ୍ମର ଏକ ଭିଡ଼ିଓ ପୋଷ୍ଟ କରି ସୁଟିଂ ଶେଷ ହୋଇଥିବା ସୂଚନା ଦିଆଯାଇ ଥିଲା । ଏବେ ଏହାକୁ ନେଇ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି । ତେବେ ଏବେ ଫିଲ୍ମର ରିଲିଜ ପାଇଁ ପ୍ରସ୍ତୁତି ଚାଲିଛି ।
ସଲମାନ ଖାନଙ୍କ ‘ରାଧେ’ ଫିଲ୍ମର ରିଲିଜ ତାରିଖ, ଜାଣନ୍ତୁ କେବେ ?
