ସତ୍ୟଶିଖା (କଟକ) ୦୬/୦୧/୨୦୨୧ : ମାଟ୍ରିକ୍ ପରୀକ୍ଷା ଫର୍ମ ପୂରଣ ପାଇଁ ବାହାରିଲା ବିଜ୍ଞପ୍ତି । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୦ ତାରିଖରୁ ଆରମ୍ଭ ହେବ ଫର୍ମ ପୂରଣ । ଅନଲାଇନ ମାଧ୍ୟମରେ ହେବ ପୁରା ପ୍ରକ୍ରିୟା । ବିନା ଜରିମନା ସହ ଫର୍ମ ପୂରଣର ଶେଷ ତାରିଖ ୨୮ ଜାନୁଆରୀ । ଜରିମନା ସହ ଫର୍ମ ଦାଖଲର ଶେଷ ତାରିଖ ୨ ଫେବୃଆରୀ ।
ମାଟ୍ରିକ୍ ଫର୍ମ ପୂରଣ ଆସନ୍ତା ଜାନୁଆରୀ ୧୦ ତାରିକରୁ
