ମେଥି ପତ୍ରରେ ତ୍ବଚା ଓ କେଶର ଯତ୍ନ

ସତ୍ୟଶିଖା ୨୪ /୧୨/୨୦୨୦ : ଭାରତୀୟ ବ୍ୟଞ୍ଜନରେ ମେଥି ପତ୍ରର ବ୍ୟବହାର ରୀତିମତ ହୁଏ । କେହି ସତେଜ ମେଥି ପତ୍ର ତ’ ଅନ୍ୟ କେହି ଶୁଖିଲା ମେଥି ପତ୍ରକୁ ବ୍ୟଞ୍ଜନରେ ବ୍ୟବହାର କରୁଥିବାର ଦେଖାଯାଏ । ଏଇ ମେଥି ପତ୍ରରେ ପୋଷକତତ୍ତ୍ବ ଭରପୂର ହୋଇଥିବାବେଳେ ତାହା ଆମ ସ୍ଵାସ୍ଥ୍ୟ ସହ କେଶ, ତ୍ୱଚା ଉପରେ ଉତ୍ତମ ପ୍ରଭାବ ପକାଏ ।

Exit mobile version