

ସତ୍ୟଶିଖା : ବାଲେଶ୍ୱର ସଦର ବିଜେପି ବିଧାୟକ ମଦନମୋହନ ଦତ୍ତ ଙ୍କ ଅକାଳ ବିୟୋଗ ଖବର ଶୁଣି ମର୍ମାହତ ଓ ଦୁଖିତହୋଇ ବିଜୁ ଜନତା ଦଳର ଭୁବନେଶ୍ବର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ଦଳମତ ନିର୍ବିଶେଷରେ ତତକ୍ଷଣାତ୍ ହସ୍ପିଟାଲ୍ ରେ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ମଙ୍ଗୁ ଭାଇଙ୍କ ପୁଅ ମାନସ କୁମାର ଦତ୍ତଙ୍କ ସହ କଥା ହୋଇ ତାଙ୍କ ପରିବାରବର୍ଗକୁ ଏ ଦୁଃଖ ସମୟରେ ଅସୀମ ଧୈର୍ଯ୍ୟ ଓ ସାହାସ ବାଣ୍ଟିଥିବାର ଦୃଶ୍ୟମାନ ହୋଇଥିଲା । ସର୍ବଦା ସମସ୍ତଙ୍କ ଦୁଃଖରେ ନିଜକୁ ନିୟୋଜିତ କରୁଥିବା ସମସ୍ତଙ୍କ ପ୍ରିୟ ବୁନୁ ଭାଈ ଙ୍କୁ ସେ ଶୋକାକୁଳ ପରିସ୍ଥିତି ରେ ମଙ୍ଗୁ ଭାଇଙ୍କ ପରିବାର ପାଇ ନିଜକୁ ବହୁ ସାହସ ଯୁଟେଇଥିଲେ ।