ଦୁର୍ଘଟଣାନ୍ୟୁଜ୍ରାଜ୍ୟ

ବିଜେପୁର ଥାନା ଅଂଚଳରେ ନିଜ ଝିଅ ଓ ସ୍ତ୍ରୀକୁ ବିଷଦେଇ ବାପାର ଆତ୍ମହତ୍ୟା

ସତ୍ୟଶିଖା ୨୩ . ୦୮.୨୦୨୦ : ବରଗଡ ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ବେନିଆଚାଲ ଗାଁରେ ଅଭାବନୀୟ ଘଟଣା । ବିଜେପିରୁ ବ୍ଲକ ଅନ୍ତର୍ଗତ ବେନିଆଚାଲ ଗାଁର ରଥ ମହାନନ୍ଦ ତାଙ୍କ ଝିଅ କବିତା ମହାନନ୍ଦ ଓ ନିଜ ସ୍ତ୍ରୀ କୁମୁଦିନୀକୁ ମହାନନ୍ଦଙ୍କୁ ବିଷଦେଇ ନିଜେ ବିଷ ଦେଇଥିଲେ ।  ନିଜ ଝିଅ ଓ ସ୍ତ୍ରୀକୁ ବିଷ ଦେଲା ପରେ ନିଜେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ଗୁରୁତର ଅବସ୍ଥାରେ ୩ ଜଣ ଡାକ୍ତ୍ରରଖାନାରେ ପ୍ରାଣ ହରାଇଛନ୍ତି । ଘରୋଇ କଳହ ଯୋଗୁଁ ଏଭଳି ଘଚିଥିବା ଅନୁମାନ କରାଯାଉଛି । ପୁଲିସ ଘଟଣାସ୍ଥଳରେ ପଂହଚି ଛାନଭିନ ଆରମ୍ଭ କରିଛି ।

Show More
Back to top button