ସତ୍ୟଶିଖା (ନୂଆଦିଲ୍ଲୀ) ୦୭.୧୦.୨୦୨୦ : କୃଷକଙ୍କ କୃଷି ଉତ୍ପାଦ ବିକିବା ପାଇଁ ଏବେ ନେଟୱର୍କ ବଢ଼ିଲାଣି । ଏବେ ଚାଷୀ କେବଳ ନିଜ ଫସଲକୁ ଦୋକାନରେ ନୁହେଁ ବରଂ ‘ଇ-ମାର୍କେଟ ପ୍ଲସ’ରେ ବିକ୍ରି କରିପାରିବେ । ଏ ପାଇଁ ଆସାମ ସରକାର ଏକ ନୂଆ ମୋବାଇଲ ଆପ୍ ଲଞ୍ଚ କରିଛନ୍ତି । ମୁଖ୍ୟମନ୍ତ୍ରୀ ସର୍ବନନ୍ଦ ସୋନେବାଲା ଆସାମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଚାଷୀ ରଥ ମୋବାଇଲ ଆପ୍ ଲଞ୍ଚ କରିଛନ୍ତି ।
ଚାଷୀ ବିକ୍ରି କରିବେ ଅନଲାଇନରେ ଫଳ ଓ ପନିପରିବା, ଏହି ରାଜ୍ୟରେ ସରକାର ଲଞ୍ଚ କଲେ ଆପ୍ l
