ନ୍ୟୁଜ୍ରାଜ୍ୟ

ଓଡ଼ିଶା ପୋଲିସରେ ବାହୁବଳୀ କନଷ୍ଟେବଳ

ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିାତରେ ବିଚିତ୍ରଙ୍କୁ ରୌପ୍ୟ

ସତ୍ୟଶିଖା( ଭୁବନେଶ୍ୱର)୦୧.୦୮ . ୨୦୨୨:  ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଛନ୍ତି ବିଚିତ୍ର ନାୟକ। ମାଳଦ୍ୱପଠାରେ ଜାତୟୀ ଏସିୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତ ଅନୁଷ୍ଠିତ ହୋଇଥିଲା। ବିଚିତ୍ର ଭାରତ ତରଫରୁ ପ୍ରତିନିଧିତ୍ୱ କରି ଉନ୍ନତମାନର ସ୍ୱାସ୍ଥ୍ୟ ପ୍ରଦର୍ଶନ କରି ଭାରତ ପାଇଁ କମାଲ କରିଥିଲେ। ବିଚିତ୍ର ପେଶାରେ କମିଶନରେଟ ପୋଲିସରେ କନଷ୍ଟେବଳ ଭାବରେ କାର୍ଯ୍ୟ କରୁଛନ୍ତି। ଛୋଟବେଳୁ ବିଚିତ୍ରଙ୍କ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ପ୍ରତି ମନବଳାଇଥିଲେ। ଜାତୀୟ ଆନ୍ତର୍ଜାତୀୟ ସ୍ଥରରେ ନାମ କମାଇବା ଲାଗି ସେ ନିୟମିତ ଭାବରେ ଆଖଢା ଶାଳକୁ ଯାଇଥିଲେ। ଦୈନିକ ଘଣ୍ଟାଘଣ୍ଟା ଧରି ପରିଶ୍ରମ କରି ଆଜି ସେ ଏହି ସ୍ଥାରେ ପହଞ୍ଚିଛନ୍ତି ବୋଲି କୁହନ୍ତି ବିଚିତ୍ର। ବର୍ତ୍ତମାନ ସେ କମିଶନରେଟ ପୋଲିସରେ ଜଣେ କନଷ୍ଟେବଳ ଭାବରେ ଦାୟିତ୍ୱ ତୁଲାଇବା ସହ ଏହି କୃତିତ୍ୱ ଯୋଗୁଁ ପୋଲିସ ବିଭାଗ ପାଇଁ ସମ୍ମାନ ଓ ପ୍ରଶଂସା ସାଉଁଟିଛନ୍ତି।

Show More
Back to top button