ମନୋରଞ୍ଜନ
-
ସୋନୁ ନିଗମଙ୍କ ଭବିଷ୍ୟବାଣୀ; ମ୍ୟୁଜିକ ଇଣ୍ଡଷ୍ଟ୍ରୀରୁ ଆସିପାରେ ଆତ୍ମହତ୍ୟା ଖବର
ମୁମ୍ୱାଇ : ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ଫିଲ୍ମ ଇଣ୍ଡଷ୍ଟ୍ରୀର ଅନେକ କଳାକାର ପ୍ରିୟାପ୍ରୀତି ତୋଷଣକୁ ନେଇ ସ୍ୱର ଉଠାଇଛନ୍ତି। ଲୋକପ୍ରିୟ ସିଙ୍ଗର ସୋନୁ…
ଅଧିକ ଖବର ପଢନ୍ତୁ » -
ରଜନୀକାନ୍ତଙ୍କୁ ହତ୍ୟା ଧମକ | Satyasikha
ନୂଆଦିଲ୍ଲୀ : ସାଉଥ୍ ସୁପରଷ୍ଟାର ରଜନୀକାନ୍ତଙ୍କୁ ହତ୍ୟା ଧମକ। ଗୋଟିଏ ଅଜଣା ନମ୍ୱରରୁ ଫୋନ୍ ଆସିଥିଲା ଏବଂ ତାଙ୍କ ଗାର୍ଡେନ୍ ପାଖ ଘରେ ବମ୍ ଥିବା ଧମକ…
ଅଧିକ ଖବର ପଢନ୍ତୁ » -
ବିସିସିଆଇ ଓ ଚୀନ୍ କମ୍ପାନୀ ଭିଭୋ ସହିତ ଚୁକ୍ତି ବାତିଲ୍ ହେବ କି? ଜବାବ ଦେଲେ ଦାଦା
ନୂଆଦିଲ୍ଲୀ: ଗୁଲଓ୍ୱାନ ଉପତ୍ୟକାରେ ୨୦ ବୀର ଯବାନ ଶହୀଦ ହେବା ପରେ ଚୀନକୁ ବୟକଟ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ବିସିସିଆଇ ସହିତ ଚୀନର ମୋବାଇଲ୍…
ଅଧିକ ଖବର ପଢନ୍ତୁ » -
ଚାରି ତାରକାଙ୍କୁ ଛାଡ଼ି ଅନ୍ୟ ସମସ୍ତଙ୍କୁ ଅନଫଲୋ କଲେ କରଣ
ମୁମ୍ୱାଇ: ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିବା ପରେ ସମାଲୋଚନାର ଶିକାର ହେଉଛନ୍ତି ବଲଉଡର ପ୍ରମୁଖ ନିର୍ଦ୍ଦେଶକ ତଥା ପ୍ରଯୋଜକ କରଣ ଜୋହର। ନେପୋଟିଜିମ୍ (ପ୍ରୀୟାପ୍ରତି ତୋଷଣ)…
ଅଧିକ ଖବର ପଢନ୍ତୁ » -
ସୁଶାନ୍ତଙ୍କ ଘରୁ ମିଳିଲା ୫ ଡାଏରୀ, ଥାନାରେ ରିୟା ଚକ୍ରବର୍ତ୍ତୀ
ମୁମ୍ୱାଇ : ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାକୁ ୪ ଦିନ ବିତିଯାଇଥିଲେ ବି ମୁମ୍ୱାଇ ପୁଲିସ ଏଯାଏ ମୃତ୍ୟୁର ସଠିକ୍ କାରଣ ଜାଣିପାରିନାହିଁ। ସୁଶାନ୍ତଙ୍କ ମୃତ୍ୟୁ…
ଅଧିକ ଖବର ପଢନ୍ତୁ » -
ଫେରିବେ ଶକ୍ତିମାନ୍ !
ମୁମ୍ୱାଇ : ୯୦ ଦଶକର ଲୋକପ୍ରିୟ ସୁପରହିଟ୍ ଶୋ’ ଶକ୍ତିମାନ ତା’ର ଦର୍ଶକଙ୍କୁ ଖୁବ୍ଶୀଘ୍ର ଖୁସି ଖବର ଦେବାକୁ ଯାଉଛି। ଏହି ଶୋ’ରେ ଶକ୍ତିମାନ ରୂପରେ ଅଭିନୟ…
ଅଧିକ ଖବର ପଢନ୍ତୁ » -
ଇସ୍ରାଏଲର ପ୍ରକୃତ ବନ୍ଧୁ ସୁଶାନ୍ତ | Satyasikha
ମୁମ୍ୱାଇ : ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କର ମୃତ୍ୟୁ ପରେ କେବଳ ଦେଶ ନୁହେଁ, ଦେଶ ବାହାରେ ମଧ୍ୟ ତାଙ୍କୁ ଶ୍ରଦ୍ଧାଞ୍ଜଳି ମିଳୁଛି। ଇସ୍ରାଏଲରୁ ସୁଶାନ୍ତଙ୍କ…
ଅଧିକ ଖବର ପଢନ୍ତୁ » -
ତୁମେ ବହୁତ ମନେ ପଡ଼ିବ ଅମ୍ମା…
ମୁମ୍ୱାଇ : ବଲିଉଡ୍ ଅଭିନେତା ଅଲ୍ଲୀ ଫୈଜଲ୍ଙ୍କ ମା’ଙ୍କର ବୁଧବାର ନିଧନ ହୋଇଛି। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ପୂର୍ବରୁ ଠିକ୍ ନଥିଲା। ହଠାତ୍ ଦେହ ଅଧିକ ଅସୁସ୍ଥ ହେବାରୁ…
ଅଧିକ ଖବର ପଢନ୍ତୁ » -
ମା’ ହେଲେ ଶିଖା
ମୁମ୍ବାଇ: ମା’ ହେଲେ ଟେଲିଭିଜନ ଅଭିନେତ୍ରୀ ଶିଖା ସିଂହ। ସେ ଏକ କନ୍ୟା ସନ୍ତାନର ମା’ ହୋଇଛନ୍ତି। ଗତକାଲି ସକାଳେ ମୁମ୍ବାଇର ଏକ ହସ୍ପିଟାଲ୍ରେ ତାଙ୍କର ପ୍ରସବ…
ଅଧିକ ଖବର ପଢନ୍ତୁ » -
କଣ୍ଠଶିଳ୍ପୀ କ୍ରିଷ୍ଣା ବେହୁରା ମଧ୍ୟ ଦିନେ ଡିପ୍ରେସନ୍ ଦେଇ ଗତି କରୁଥିଲେ
କଣ୍ଠଶିଳ୍ପୀ କ୍ରିଷ୍ଣା ବେହୁରା ମଧ୍ୟ ଦିନେ ଡିପ୍ରେସନ୍ ଦେଇ ଗତି କରୁଥିଲେ | satyasikha You cannot print contents of this website. Please enable…
ଅଧିକ ଖବର ପଢନ୍ତୁ »









