ମନୋରଞ୍ଜନ
-
ସୁଶାନ୍ତଙ୍କ ପରିବାର ପାଇଁ ଶେଷକୃତ୍ୟରେ ଗଲେନି ରିୟା
ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ୫ ଦିନ ବିତିଗଲାଣି, ହଲେ ଏ ପର୍ଯ୍ୟନ୍ତ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇପାରିନାହିଁ। ମୁମ୍ବାଇ ପୁଲିସ୍ ବର୍ତ୍ତମାନ…
ଅଧିକ ଖବର ପଢନ୍ତୁ » -
ଅଭିନେତ୍ରୀ ଦୀପା ସାହୁଙ୍କ ଅବସ୍ଥା ଗୁରୁତର
ଭୁବନେଶ୍ୱର (ସତ୍ୟଶିଖା): ଅଭିନେତ୍ରୀ ଦୀପା ସାହୁଙ୍କ ଅବସ୍ଥା ଗୁରୁତର ରହିଛି। ଗତ ବର୍ଷେ ଧରି ସେ କ୍ୟାନ୍ସରରେ ପୀଡ଼ିତ ଥିଲେ। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ…
ଅଧିକ ଖବର ପଢନ୍ତୁ » -
ଡାକ୍ତରଙ୍କ ବୟାନ୍: ଅଙ୍କିତାଙ୍କୁ ଝୁରୁଥିଲେ ସୁଶାନ୍ତ
ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଫିଲ୍ମ ଇଣ୍ଡଷ୍ଟ୍ରୀ ସମେତ ତାଙ୍କ ଫ୍ୟାନମାନଙ୍କୁ ସ୍ତବ୍ଧ କରିଦେଇଛି। ସୁଶାନ୍ତ ଆଉ ନାହାନ୍ତି ବୋଲି କେହି ସହଜରେ…
ଅଧିକ ଖବର ପଢନ୍ତୁ » -
‘ମୁଁ ଜାଣେ, କେବଳ ତୁମେ ହିଁ ତାକୁ ବଞ୍ଚାଇ ପାରିଥା’ନ୍ତ’
ମୁମ୍ବାଇ: ‘ମୁଁ ଜାଣେ କେବଳ ତୁମେ ହିଁ ତାକୁ ବଞ୍ଚାଇ ପାରିଥା’ନ୍ତ। ସେ ତୁମକୁ ସେଠାକୁ ଯିବାକୁ ଅନୁମତି ଦେଇଥିଲେ ତୁମେ ତା ଜୀବନ ବଞ୍ଚାଇ ପାରିଥା’ନ୍ତ।…
ଅଧିକ ଖବର ପଢନ୍ତୁ » -
୨୦୧୧ ବିଶ୍ୱକପ ଫାଇନାଲରେ ହୋଇଥିଲା କି ଫିକ୍ସିଂ? ତଦନ୍ତ ଆରମ୍ଭ କଲା ଶ୍ରୀଲଙ୍କା
ନୂଆଦିଲ୍ଲୀ: ଦୀର୍ଘ ୨୮ ବର୍ଷ ପରେ ଟିମ୍ ଇଣ୍ଡିଆ ୨୦୧୧ ଦିନିକିଆ ବିଶ୍ୱକପ ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ବିଶ୍ୱ ବିଜେତା ହୋଇଥିଲା। ତେବେ ୨୦୧୧ ବିଶ୍ୱକପ…
ଅଧିକ ଖବର ପଢନ୍ତୁ » -
ସୁଶାନ୍ତଙ୍କ ମୃତ୍ୟୁ ପରେ ଭାଇରାଲ୍ ହେଉଛି ରିଆ ଓ ମହେଶ ଭଟ୍ଟଙ୍କ ଫଟୋ
ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କର ଗତ ରବିବାର ପରଲୋକ ହୋଇଥିଲା। ସେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ତାଙ୍କ ମୃତ୍ୟୁ ପଛରେ ସାଂଘାତିକ…
ଅଧିକ ଖବର ପଢନ୍ତୁ » -
‘ଗାଙ୍ଗୁଲିଙ୍କ ପାଇଁ ଭାରତୀୟ କ୍ରିକେଟ ଟିମର ବୈପ୍ଳବିକ ପରିବର୍ତ୍ତନ ହୋଇଛି’
ଲଣ୍ଡନ: ଭାରତୀୟ କ୍ରିକେଟ୍ ଦଳର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରେ ସୌରଭ ଗାଙ୍ଗୁଲିଙ୍କ ନାମ ରହିଛି। ତାଙ୍କ ଅଧିନାୟକତ୍ୱରେ ଖେଳାଳିମାନେ ବିଦେଶୀ ମାଟିରେ ଜିତିବା ପାଇଁ ଆତ୍ମବିଶ୍ୱାସ…
ଅଧିକ ଖବର ପଢନ୍ତୁ » -
ଜାଭେଦ ଅଖତରଙ୍କ ବିରୋଧରେ ଏମିତି ଅଭିଯୋଗ ଆଣିଲେ କଙ୍ଗନା
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିବା ପରେ ବଲିଉଡ୍ରେ ପ୍ରିୟାପ୍ରୀତି ତୋଷଣକୁ ନେଇ ଜୋରସୋର ଆଲୋଚନା ହେଉଛି। କୁହାଯାଉଛି, ଏହି ପ୍ରିୟାପ୍ରୀତି ତୋଷଣ ଓ…
ଅଧିକ ଖବର ପଢନ୍ତୁ » -
ସୁଶାନ୍ତଙ୍କ ପାଇଁ ଆତ୍ମହତ୍ୟା କଲେ ଛାତ୍ରଛାତ୍ରୀ, ଓଡ଼ିଶାରୁ ବି ଜଣେ
ଭୁବନେଶ୍ୱର (ସତ୍ୟଶିଖା): ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କର ମୃତ୍ୟୁ ପରେ ସୁଶାନ୍ତଙ୍କ ଫ୍ୟାନ୍ ବା ପ୍ରଶଂସକମାନଙ୍କୁ ଶକ୍ତ ଧକ୍କା ଲାଗିଛି। ତାଙ୍କ ମୃତ୍ୟୁ ଖବରକୁ ଫ୍ୟାନ୍ସ…
ଅଧିକ ଖବର ପଢନ୍ତୁ » -
ଚାଇନା ଜିନିଷ ନେଇ ପରେଶଙ୍କ ଟ୍ୱିଟ୍ ଭାଇରାଲ୍
ନୂଆଦିଲ୍ଲୀ: ଗଲୱାନରେ ୨୦ ଜଣ ଭାରତୀୟ ଯବାନ ସହିଦ୍ ହେବା ପରେ ଭାରତରେ ଚାଇନା ଜିନିଷକୁ ବହିଷ୍କାର କରିବା ପାଇଁ ଦାବି ଜୋର୍ ଧରିଛି। ତେଣୁ ଏହାକୁ…
ଅଧିକ ଖବର ପଢନ୍ତୁ »









