ସିନେମା

ପ୍ରଶଂସକଙ୍କୁ ସଲ୍‌ମାନ୍‌ଙ୍କ ଅପିଲ୍, ସୁଶାନ୍ତଙ୍କ ଫ୍ୟାନ୍ସ ଓ ପରିବାରକୁ ସମର୍ଥନ କରନ୍ତୁ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁରେ ଫିଲ୍ମ ଇଣ୍ଡଷ୍ଟ୍ରୀ ଓ ତାଙ୍କ ଫ୍ୟାନ୍‌ମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ସମସ୍ତେ ତାଙ୍କ ଆତ୍ମହତ୍ୟାର କାରଣ ଜାଣିବାକୁ…

ଅଧିକ ଖବର ପଢନ୍ତୁ »

ସୁଶାନ୍ତଙ୍କ ଘରକୁ ଯାଇଁ ସାନ୍ତ୍ୱନା ଦେଲେ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ

ପାଟଣା: ବଲିଉଡ୍ ଅଭିନେତା ଶସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ତାଙ୍କ ଫ୍ୟାନମାନଙ୍କୁ ଏହା ଏକ ବଡ଼ ଝଟକାଦେଇଛି। ଗତ ଜୁନ୍ ୧୪ରେ ସୁଶାନ୍ତ…

ଅଧିକ ଖବର ପଢନ୍ତୁ »

ସୁଶାନ୍ତଙ୍କ ପରିବାର ପାଇଁ ଶେଷକୃତ୍ୟରେ ଗଲେନି ରିୟା

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ  ୫ ଦିନ ବିତିଗଲାଣି, ହଲେ ଏ ପର୍ଯ୍ୟନ୍ତ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇପାରିନାହିଁ। ମୁମ୍ବାଇ ପୁଲିସ୍ ବର୍ତ୍ତମାନ…

ଅଧିକ ଖବର ପଢନ୍ତୁ »

ଅଭିନେତ୍ରୀ ଦୀପା ସାହୁଙ୍କ ଅବସ୍ଥା ଗୁରୁତର

ଭୁବନେଶ୍ୱର (ସତ୍ୟଶିଖା): ଅଭିନେତ୍ରୀ ଦୀପା ସାହୁଙ୍କ ଅବସ୍ଥା ଗୁରୁତର ରହିଛି। ଗତ ବର୍ଷେ ଧରି ସେ କ୍ୟାନ୍ସରରେ ପୀଡ଼ିତ ଥିଲେ। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ…

ଅଧିକ ଖବର ପଢନ୍ତୁ »

ଡାକ୍ତରଙ୍କ ବୟାନ୍: ଅଙ୍କିତାଙ୍କୁ ଝୁରୁଥିଲେ ସୁଶାନ୍ତ

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଫିଲ୍ମ ଇଣ୍ଡଷ୍ଟ୍ରୀ ସମେତ ତାଙ୍କ ଫ୍ୟାନମାନଙ୍କୁ ସ୍ତବ୍ଧ କରିଦେଇଛି। ସୁଶାନ୍ତ ଆଉ ନାହାନ୍ତି ବୋଲି କେହି ସହଜରେ…

ଅଧିକ ଖବର ପଢନ୍ତୁ »

‘ମୁଁ ଜାଣେ, କେବଳ ତୁମେ ହିଁ ତାକୁ ବଞ୍ଚାଇ ପାରିଥା’ନ୍ତ’

ମୁମ୍ବାଇ: ‘ମୁଁ ଜାଣେ କେବଳ ତୁମେ ହିଁ ତାକୁ ବଞ୍ଚାଇ ପାରିଥା’ନ୍ତ। ସେ ତୁମକୁ ସେଠାକୁ ଯିବାକୁ ଅନୁମତି ଦେଇଥିଲେ ତୁମେ ତା ଜୀବନ ବଞ୍ଚାଇ ପାରିଥା’ନ୍ତ।…

ଅଧିକ ଖବର ପଢନ୍ତୁ »

ସୁଶାନ୍ତଙ୍କ ମୃତ୍ୟୁ ପରେ ଭାଇରାଲ୍ ହେଉଛି ରିଆ ଓ ମହେଶ ଭଟ୍ଟଙ୍କ ଫଟୋ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କର ଗତ ରବିବାର ପରଲୋକ ହୋଇଥିଲା। ସେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ତାଙ୍କ ମୃତ୍ୟୁ ପଛରେ ସାଂଘାତିକ…

ଅଧିକ ଖବର ପଢନ୍ତୁ »

ଜାଭେଦ ଅଖତରଙ୍କ ବିରୋଧରେ ଏମିତି ଅଭିଯୋଗ ଆଣିଲେ କଙ୍ଗନା

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିବା ପରେ ବଲିଉଡ୍‌ରେ ପ୍ରିୟାପ୍ରୀତି ତୋଷଣକୁ ନେଇ ଜୋରସୋର ଆଲୋଚନା ହେଉଛି। କୁହାଯାଉଛି, ଏହି ପ୍ରିୟାପ୍ରୀତି ତୋଷଣ ଓ…

ଅଧିକ ଖବର ପଢନ୍ତୁ »

ସୁଶାନ୍ତଙ୍କ ପାଇଁ ଆତ୍ମହତ୍ୟା କଲେ ଛାତ୍ରଛାତ୍ରୀ, ଓଡ଼ିଶାରୁ ବି ଜଣେ

ଭୁବନେଶ୍ୱର (ସତ୍ୟଶିଖା): ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କର ମୃତ୍ୟୁ ପରେ ସୁଶାନ୍ତଙ୍କ ଫ୍ୟାନ୍‌ ବା ପ୍ରଶଂସକମାନଙ୍କୁ ଶକ୍ତ ଧକ୍କା ଲାଗିଛି। ତାଙ୍କ ମୃତ୍ୟୁ ଖବରକୁ ଫ୍ୟାନ୍ସ…

ଅଧିକ ଖବର ପଢନ୍ତୁ »

ଚାଇନା ଜିନିଷ ନେଇ ପରେଶଙ୍କ ଟ୍ୱିଟ୍ ଭାଇରାଲ୍

ନୂଆଦିଲ୍ଲୀ: ଗଲୱାନରେ ୨୦ ଜଣ ଭାରତୀୟ ଯବାନ ସହିଦ୍‌ ହେବା ପରେ ଭାରତରେ ଚାଇନା ଜିନିଷକୁ ବହିଷ୍କାର କରିବା ପାଇଁ ଦାବି ଜୋର୍‌ ଧରିଛି। ତେଣୁ ଏହାକୁ…

ଅଧିକ ଖବର ପଢନ୍ତୁ »
Back to top button