ସତ୍ୟଶିଖା ୧୨/୧୨/୨୦୨୦ : ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରେ ଥିବା ଗାଲଗୋଟିୟାଜ ବିଶ୍ୱବିଦ୍ୟାଳୟର ବେସିକ କମ୍ପ୍ୟୁଟର ସାଇନ୍ସର ଜଣେ ଛାତ୍ର ହରିନ ମେହତାଙ୍କୁ ଆମାଜନରେ ବାଷିର୍କ ୩୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ନିଯୁକ୍ତି ପ୍ରସ୍ତାବ ମିଳିଛି । କେବଳ ସେତିକି ନୁହେଁ ମାସିକ ୬୦ ହଜାର ଟଙ୍କାର ଇଣ୍ଟର୍ନସିପ୍ ପ୍ରସ୍ତାବ ମଧ୍ୟ ଦିଆଯାଇଛି । ଏ ସମ୍ପର୍କରେ ବିଶ୍ୱବିଦ୍ୟାଳୟର ସିଇଓ ଧ୍ରୁବ ଗାଲଗୋଟିୟାଜ କହିଛନ୍ତି ଯେ ହରିନ ନିଜ ଦକ୍ଷତା ବଳରେ ଦେଶ ତଥା ବିଶ୍ୱବିଦ୍ୟାଳୟ ପାଇଁ ଗୌରବ ଆଣିବେ ବୋଲି ଆମେ ଆଶା କରୁଛୁ ।
ମୋଟା ଦରମାର ନିଯୁକ୍ତି
