ସତ୍ୟଶିଖା ୧୫/୧୨/୨୦୨୦ : କର୍ଣ୍ଣାଟକର କୋଲାରରେ ଥିବା ତାଇଓ୍ୱାନର ମାନୁଫାକ୍ଚରିଂ କମ୍ପାନୀ ଓ୍ୱିଷ୍ଟ୍ରୋନ୍ କର୍ପୋରେସନ ବେତନ ପ୍ରସଙ୍ଗକୁ ନେଇ କର୍ମଚାରୀମାନେ ବିରୋଧ ପ୍ରଦର୍ଶନ କରିଛନ୍ତି । ଏଥିପାଇଁ କମ୍ପାନୀର ପ୍ରାୟ ୪୩୭.୪୦ କୋଟି ଟଙ୍କା କ୍ଷତି ହୋଇଛି । ଏହି କମ୍ପାନୀ ଆପଲ୍ ଆଇଫୋନ୍ ସହ ଅନ୍ୟ କମ୍ପାନୀ ପାଇଁ ଆଇଟି ସାମଗ୍ରୀ ତିଆରି କରିଥାଏ ।
କର୍ମଚାରୀ ଭଙ୍ଗାରୁଜା କଲେ ଆଇଫୋନ୍ ପ୍ରସ୍ତୁତ କରୁଥିବା କମ୍ପାନୀରେ
