ସତ୍ୟଶିଖା ୧୦ .୦୯.୨୦୨୦ : ରାଜଧାନୀରେ ଗଜରାଜ ଆତଙ୍କ । ଅନ୍ଧାରୁଆ ଓ ଭରତପୁର ମଝିରେ ଥିବା ଜିଏ କଲୋନୀରେ ଗତକାଲି ରାତିରେ ପଶିଥିଲା ହାତୀ । ହାତୀ ପଶିବା ପରେ ଅଂଚଳରେ ଆତଙ୍କ ସୃଷ୍ଟି କରିଥିଲା । ହାତୀକୁ ଦେଖିବା ପରେ କଲୋନୀ ବାସିନ୍ଦା ବନବିଭାଗକୁ ଖବର ଦେଇଥିଲେ । ହାତୀ କଲୋନୀ ଭିତରେ କିଛି ଲୋକଙ୍କ ଘର ପାଚେରୀ ଭାଙ୍ଗି ଦେଇଥିଲା । ଗଛ ମଧ୍ୟ ଉପାଡି ଦେଇଥିଲା ।
ଫଳରେ ପୁରା ଜିଏ କଲୋନୀରେ ଭୟ ଖେଳି ଯାଇଥିଲା । ରାତି ପ୍ରାୟ ୧୧ଟା ବେଳକୁ ଚନ୍ଦକା ବନବିଭାଗ କର୍ମଚାରୀ ପହଁଚି ହାତୀକୁ ଠାବ କରି , ଜଙ୍ଗଲକୁ ଘଉଡାଇବାରେ ସଫଳ ହୋଇଥିଲେ ।
“ଗଜରାଜ କଲୋନୀରେ ପଶି ପାଚେରୀ ଭାଙ୍ଗିଲା; ସ୍ଥାନୀୟ ଲୋକେ ଆତଙ୍କିତ”
ସମ୍ବନ୍ଧିତ ଖବର
-
ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି ।
-
ବଜ୍ରପାତରେ ପୋଡ଼ିଗଲା ଲିଙ୍ଗରାଜ ମନ୍ଦିରର ପତାକା । -
ଧନ୍ତେରାସ ପୂର୍ବରୁ ସୁନା ଏବଂ ରୁପା ଦର ଉପରମୁହାଁ l -
କଟକରେ ୩୬ ଘଣ୍ଟା କର୍ଫ୍ୟୁ ବଳବତ୍ତର ରହିଛି । -
ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର ମହାକାର୍ତ୍ତିକ ବ୍ରତ। -
କଟକରେ ଭସାଣ ବେଳେ ଗଣ୍ଡଗୋଳ । -
ଆଜି ମେଲାଣି ନେବେ ଜଗତଜନନୀ ମା’ ଦୁର୍ଗା । -
ଧରାବତରଣ କରିଛନ୍ତି ଜଗତଜନନୀ ମା’ ଦୁର୍ଗା । -
ହରିୟାଣାର ସୋନିପତ ଜିଲ୍ଲାରେ ଭୂମିକମ୍ପ ଝଟକା। -
ଧରାପୃଷ୍ଠକୁ ଅବତରଣ କରିବେ ମାଆ ଜଗତଜନନୀ ।