ଅଧିକ କଳା ଲୁଣ ଖାଉଛନ୍ତି କି ? ସାବଧାନ,ହୋଇପାରେ ଏହି ସବୁ ମାରାତ୍ମକ ରୋଗ l

ସତ୍ୟଶିଖା ୧୫ .୦୯.୨୦୨୦ :  କଳା ଲୁଣ ସ୍ଵlସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । କିନ୍ତୁ ଏହା ଅଧିକ ସେବନ କରିବା ଦ୍ୱାରା ଶରୀରକୁ କ୍ଷତି ପହଞ୍ଚିଥାଏ । ଅନେକ ରୋଗରୁ ସୁରକ୍ଷିତ ରହିବା ପାଇଁ କଳା ଲୁଣ ସେବନ କରିବାକୁ ପରାମର୍ଶ ଦିଆଯାଇଥାଏ କିନ୍ତୁ ଏହାର ସେବନ ସୀମିତ ମାତ୍ରାରେ କରିବା ଉଚିତ୍ ।

 

Exit mobile version