ସତ୍ୟଶିଖା(ଆସାମ) ୦ ୭ .୦୭.୨୦୨୧: ଆସାମ : ଆସାମର ଗୋଲପାଡାରେ ବୁଧବାର ପୂର୍ବାହ୍ନ ୮ଟା୪୫ରେ ଭୂକମ୍ପ ଝଟକା ଅନୁଭବ ହୋଇଛି। ଏହାର ତିବ୍ରତା ୫.୩ରେ ରେକର୍ଡ କରାଯାଇଛି। ଏନେଇ ଏସିଏସ ପକ୍ଷରୁ ସୂଚନା ମିଳିଛି। ତେବେ ଭୂକମ୍ପରେ କୌଣସି ଧନଜୀବନ ହାନୀ ହୋଇଥିବା ନେଇ ଏଯାଏଁ ଜଣାପଡିନାହିଁ।
ଆସାମରେ ଭୂକମ୍ପ ଝଟକା
