ନ୍ୟୁଜ୍

ଭୁବନେଶ୍ୱର ରେ ସଟଡାଉନ ବେଳେ ବାରରେ ଖୁଲମଖୁଲା ଚାଲିଥିଲା ମଦ ବିକ୍ରି l

ସତ୍ୟଶିଖା ( ଭୁବନେଶ୍ୱର ) ୧୬ .୦୮.୨୦୨୦ :  ସଟଡାଉନ ସମୟରେ ରାଜଧାନୀରେ ସବୁ ବନ୍ଦ ଥିବା ବେଳେ ଖୁଲମଖୁଲା ବାରରେ ଚାଲିଛି ମଦ ବେପାର । ଏମିତି ଏକ ଭିଡିଓ ଆଜି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏକ ଦାୟିତ୍ୱବାନ ଗଣମାଧ୍ୟମ ହିସାବରେ ଭିଡିଓ ପଛର ସତ ଜାଣିବା ପରେ ଏହି ଚିତ୍ରକୁ ଆମେ ଆପଣଙ୍କ ଆଗରେ ରଖୁଛୁ । ଆମ ପ୍ରତିନିଧି ଘଟଣା ସ୍ଥଳରେ ପହଂଚିବାବେଳକୁ ବିଏମସି ଏବଂ ପୋଲିସ ଅଧିକାରୀ ସେଠାରେ ରେଡ କରିବାର ଚିତ୍ର ଦେଖିବାକୁ ମିଳିଛି । ଭୁବନେଶ୍ୱର ଗ୍ୟାରେଜ ଛକରେ ଥିବା ହୋଟେଲ ଉତ୍କଳ ଇନରେ ଖୋଲାଖୋଲି ଚାଲିଥିଲା ମଦ ବେପାର ।

Show More
Back to top button