ଧର୍ମନ୍ୟୁଜ୍ପର୍ଯ୍ୟଟନ

ପବିତ୍ର ସାବିତ୍ରୀ ବ୍ରତ ଉପଲକ୍ଷେ ପୁରୀ ବେଳାଭୂମିରେ ଆକର୍ଷଣୀୟ ବାଲୁକାକଳା ଦେଖିବାକୁ ମିଳିଛି ।

ସତ୍ୟଶିଖା :୨୬/୦୫/୨୦୨୫: ସାବିତ୍ରୀ ବ୍ରତର ଶୁଭେଚ୍ଛା ଦେଇଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ lବାଲୁକାକଳାରେ ସାବିତ୍ରୀ ବ୍ରତର ଶୁଭେଚ୍ଛା ଦେଇଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ବିଭିନ୍ନ ଫଳ, ଲୁଗା, ଶଙ୍ଘା, ସିନ୍ଦୂର ଆଦି ସାବିତ୍ରୀ ବ୍ରତର ସାମଗ୍ରୀକୁ ନେଇ ବାଲୁକା କଳା ନିର୍ମାଣ କରିଛନ୍ତି ସୁଦର୍ଶନ । ଯାହା ପୁରା ଅବିକଳ ପରି ଲାଗୁଛି ।

Show More
Back to top button