ସତ୍ୟଶିଖା (ଭୁବନେଶ୍ୱର ) ୨୮.୧୦.୨୦୨୩ : ଏମିତି ବି ଆସିପାରେ ମୃତ୍ୟୁ। ଚଳନ୍ତା ବସ୍ରେ ଡ୍ରାଇଭରଙ୍କ ମୃତ୍ୟୁ। କନ୍ଧମାଳ ପାବୁରିଆ-ଜି ଉଦୟଗିରି ରାସ୍ତାରେ ବସ୍ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ଭୁବନେଶ୍ଵର ଆସିବା ବେଳେ ଚଳନ୍ତା ବସ୍ରେ ହୃଦଘାତ ହୋଇଥିଲା। ଭାରସ୍ୟାମ ହରାଇ ବସ୍ଟି ଏକ ପୋଲକୁ ପିଟି ହୋଇଯାଇ ରହିଯାଇଥିଲା। ଅଳ୍ପକେ ବର୍ତ୍ତିଲେ ଯାତ୍ରୀ, ମେଡ଼ିକାଲରେ ଡ୍ରାଇଭରଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ସୂଚନା।
ଚଳନ୍ତା ବସ୍ରେ ଡ୍ରାଇଭରଙ୍କ ହୃଦଘାତ
