ରାତିରେ କ୍ଷୀର ପିଉଥିଲେ ହୋଇପାରେ ମାରାତ୍ମକ

ସତ୍ୟଶିଖା( ଭୁବନେଶ୍ୱର )୦୭.୧୦.୨୦୨୨: ସୁସ୍ଥ ରହିବା ପାଇଁ ପ୍ରତିଦିନ କ୍ଷୀର ପିଇବା ଜରୁରୀ। କ୍ଷୀରରେ କ୍ୟାଲସିୟମ ସମେତ ଅନେକ ପୋଷକ ତତ୍ତ୍ୱ ରହିଥାଏ, ଯାହା ଆମ ହାଡ ଏବଂ ଦାନ୍ତକୁ ଶକ୍ତ କରିଥାଏ। ଅନେକ ଲୋକେ ରାତିରେ କ୍ଷୀର ପିଇବା ପାଇଁ ଭଲ ପାଆନ୍ତି। ଅଧିକାଂଶ ଲୋକେ ରାତିରେ କ୍ଷୀର ପିଇବା ଭଲ ବୋଲି କହୁଥିବା ଆପଣମାନେ ଶୁଣିଥିବେ ମଧ୍ୟ। ଆପଣ ବି ଯଦି ରାତିରେ କ୍ଷୀର ପିଇବା ଭଳି ଭୁଲ୍‌ କରୁଛନ୍ତି ତେବେ ସାବଧାନ। ଏହା ମାରାତ୍ମକ ହୋଇପାରେ। ରାତିରେ କ୍ଷୀର ପିଇବା ଦ୍ୱାରା ଆମକୁ ଅନେକ କ୍ଷତି ସହିବାକୁ ପଡିପାରେ।

Exit mobile version