Uncategorizedଅପରାଧ

କୁନ୍ଦୁଲିରେ ଡବଲ ମର୍ଡର, ହତ୍ୟାକାରୀକୁ ହତ୍ୟା କଲେ ପରିବାର ଲୋକେ

ସତ୍ୟଶିଖା (ଭୁବନେଶ୍ୱର ) ୨୫.୧୦.୨୦୨୩ : କୋରାପୁଟରେ ଡବଲ ମର୍ଡର. ଟେମା ଗ୍ରାମର ଗୋବର୍ଦ୍ଧନ ପାଣ୍ଡକାକୁ କୁନ୍ଦୁଲି ହାଟପଦାର ପିତା ଯୋଗୁଲୁ ରୁଡ଼ି ଏବଂ ପୁତ୍ର ରାଜକୁମାର ରୁଡ଼ି ମିଶି ବର୍ଶ୍ଚା ରେ ହତ୍ୟା କଲେ।ଏହାପରେ ମୃତକଙ୍କ ପରିବାର ବର୍ଗ ମିଶି ପୁତ୍ର ରାଜକୁମାର ରୁଡ଼ି ଙ୍କୁ ହତ୍ୟା କରିଛନ୍ତି। ତେବେ ଘଟଣାର କାରଣ ଅସ୍ପଷ୍ଟ ରହିଛି. ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ କରୁଥିବା ଜଣାପଡିଛି l

Show More
Back to top button