ସରିଲା ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା

ସତ୍ୟଶିଖା(  ଢେଙ୍କାନାଳ )୨୯.୧୦ .୨୦୨୧:  ଆଜି ଢେଙ୍କାନାଳରେ ମା’ ଗଜଲକ୍ଷ୍ମୀଙ୍କୁ ଦିଆଯିବ ମେଲାଣି। କୋଭିଡ ଗାଇଡଲାଇନ ଅନୁସାରେ ସହରର ୩୮ଟି ପୂଜା କମିଟି ପର୍ଯ୍ୟାୟ କ୍ରମେ ନିରାଡମ୍ବର ଭାବେ ମା’ ଗଜଲକ୍ଷ୍ମୀଙ୍କ ଭସାଣ କରିବେ।

ସକାଳ ୮ଟାରୁ ଦିନ ୨ଟା ମଧ୍ୟରେ ଏହି ଭସାଣି କରିବା ପାଇଁ ପ୍ରଶାସନ ଓ ମିଳିତ ବଜାର ପୂଜା କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। କୌଣସି ଶୋଭାଯାତ୍ରା ନ କରାଯାଇ ଘଣ୍ଟ, ଶଙ୍ଖ ବଜାଇ ମାଆଙ୍କୁ ମେଲାଣି ଦିଆଯିବ।

Exit mobile version