ସତ୍ୟଶିଖା(ଭୁବନେଶ୍ୱର )୧୯.୧୧.୨୦୨୨: ଇଡିର ଦ୍ୱାରସ୍ଥ ହେଲେ ନାହିଁ ଅକ୍ଷୟ ପରିଜା । ହାଜର ପାଇଁ ନୋଟିସ ପଠାଯାଇଥିବା ବେଳେ ଏହାକୁ ଖାତିର ନକରି ଇଡିରେ ହାଜର ହୋଇ ନାହନ୍ତି । ପରିଜାଙ୍କ ଓକିଲ ଏବେ ଇଡି ଅଫିସରେ ହାଜର ହୋଇଛନ୍ତି ।
ସୂଚନାମୁତାବକ ଅର୍ଚ୍ଚନା ନାଗ ମାମଲାରେ ପଚରା ଉଚୁରା କରିବା ପାଇଁ ଇଡି ସିନେ ପ୍ରଯୋଜକଙ୍କୁ ହାଜର ହେବାକୁ ନୋଟିସ ପଠାଇଥିଲା । କିନ୍ତୁ ଇଡିର ନୋଟିସକୁ ପାଳନ କରି ନାହାନ୍ତି ପରିଜା ।
ଇଡି ସମନ ସତ୍ତ୍ୱେ ହାଜର ହେଲେନି ସିନେ ପ୍ରଯୋଜକ ଅକ୍ଷୟ ପରିଜା
