ନ୍ୟୁଜ୍ରାଜ୍ୟ

ଟ୍ୱିନ ସିଟିରେ ଘନ କୁହୁଡ଼ିର ଆସ୍ତରଣ

ସତ୍ୟଶିଖା (ଭୁବନେଶ୍ୱର)୧୨/୦୨/୧୦୨୧ : ଟ୍ୱିଟ ସିଟିରେ ଘନ କୁହୁଡିର ଆସ୍ତରଣ ଶୁକ୍ରବାର ଦେଖିବାକୁ ମିଳିଛି । ରାଜଧାନୀ ଭୁବନେଶ୍ୱର ଓ କଟକରେ ରାସ୍ତାଘାଟ ସହ ଆଖପାଖରେ ଥିବା କିଛି ଜିନିଷ ମଧ୍ୟ ଦୃଶ୍ୟମାନ ହେଉନାହିଁ । ଫଳରେ ଯାନବାହନ ଚଳାଚଳରେ ସମସ୍ୟା ସହ ଗମନାଗମନ ପ୍ରଭାବିତ ହୋଇଛି । ସକାଳ ୮ଟା ପର୍ଯ୍ୟନ୍ତ ମଧ୍ୟ କୁହୁଡିର ଆସ୍ତରଣ ରହିଥିବା ଦେଖାଦେଇଛି ।

Show More
Back to top button