ନ୍ୟୁଜ୍ରାଜ୍ୟ

ସହରର ବିଭିନ୍ନ ୱାର୍ଡରେ ୟୁଜର ଫି ଆଦାୟ ବନ୍ଦ କରିବାକୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି

ସତ୍ୟଶିଖା ( ପୁରୀ )୧୮ /୧୧ /୨୦୨୧: ପୁରୀ ସହରର ବିଭିନ୍ନ ୱାର୍ଡରେ ୟୁଜର ଫି ଆଦାୟ ବନ୍ଦ କରିବାକୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି ହୋଇ ଆସୁଛି । ଏନେଇ ଆଜି ୧୦ରୁ ଅଧିକ ସଙ୍ଗଠନର କର୍ମକର୍ତ୍ତା ଜିଲ୍ଲାପାଳଙ୍କୁ ସାକ୍ଷାତ କରି ୟୁଜର୍ସ ଫି ବନ୍ଦ କରିବାକୁ ଦାବି କରିଥିଲେ । ଜିଲ୍ଲାପାଳ ଅଭିଯୋଗ ଶୁଣିବା ପରେ ୟୁଜର୍ସ ଫି ଆଦାୟ ସାମୟିକ ଭାବେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା କହିଥିଲେ । ଏବେ ଆଉ ଏକ ବୈଠକ କରି ଏହି ସମସ୍ୟା ଉପରେ ଚୁଡାନ୍ତ ନିଷ୍ପତି ନିଆଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।

Show More
Back to top button