ସତ୍ୟଶିଖା (ମୁମ୍ବାଇ) ୨୦/୧୦/୨୦୨୦ : ଅଣ୍ଡର ଓ୍ବାର୍ଲଡ୍ ଡନ୍ ଦାଉଦ ଇବ୍ରାହିମ୍ ସଯହୋଗୀ ଇକ୍ବଲ ମିର୍ଚିର ସମ୍ପର୍କୀୟଙ୍କ ସହ ଜଡ଼ିତ ସମ୍ପତ୍ତି ଜବତ କଲା ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) । ମିର୍ଚିର ସମ୍ପର୍କୀୟଙ୍କ ଅଚଳ ସମ୍ପତ୍ତି ସହ ୭ ବ୍ୟାଙ୍କ ଆକାଉଣ୍ଟରେ ଥିବା ଟଙ୍କା ମଙ୍ଗଳବାର ଇଡି ଜବତ କରିଥିବା ଜଣାପଡ଼ିଛି ।
ଦାଉଦ ସହଯୋଗୀ ଇକବଲ୍ ମିର୍ଚିର
