ସତ୍ୟଶିଖା (ଭୁବନେଶ୍ବର) ୩୦/୧୦/୨୦୨୦ : ଶେଷରେ ଉପ ନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଳାଇବେ ବରିଷ୍ଠ ରାଜନେତା ଦାମ ରାଉତ । ବିଜେଡି ପାଇଁ ପ୍ରଚାର କରିବେ ଦାମ ରାଉତ । ତିର୍ତ୍ତୋଲ ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଦାମ ପ୍ରଚାର କରିବେ । ବହୁ ବାଦ ବିବାଦ ପରେ ବିଜେଡି ଲାଗି ସେ ପ୍ରଚାର କରିବେ ।
ମୈଦାନକୁ ଓହ୍ଲାଇବେ ଦାମ ରାଉତ: ବିଜେଡି ପାଇଁ କରିବେ ପ୍ରଚାର
