ରାଜ୍ୟରେ ଶହେରେ ସୀମିତ ଦୈନିକ ସଂକ୍ରମଣ

ସତ୍ୟଶିଖା( ଭୁବନେଶ୍ୱର )୧୨.୧୦.୨୦୨୨:  ରାଜ୍ୟରେ ଆଉ ୬୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରୁ ୧୧, ସଙ୍ଗରୋଧରୁ ୩୭,ସ୍ଥାନୀୟ ୨୬। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୪,୭୦୫କୁ ବୃଦ୍ଧି ପାଇଛି। ମୋଟ ୧୩,୨୪,୭୩୬ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଉ ୭୧୭ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ୧୬ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ବାଲେଶ୍ୱରରୁ ୬, ବରଗଡ ୪, ବଲାଙ୍ଗୀର ୧, କଟକ ୮, ଜଗତସିଂହପୁର ୧, ଯାଜପୁର ୩, ଝାରସୁଗୁଡା ୧, କଳାହାଣ୍ଡି ୧, କେନ୍ଦ୍ରାପଡା ୧, ଖୋର୍ଦ୍ଧା ୬,ମୟୁରଭଞ୍ଜ ୧, ନୟାଗଡ ୪, ନୂଆପଡା ୫, ପୁରୀ ୬, ସମ୍ବଲପୁର ୨, ସୁନ୍ଦରଗଡ ୧୧, ଷ୍ଟେଟ ପୁଲରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Exit mobile version