ସତ୍ୟଶିଖା (କେନ୍ଦ୍ରାପଡା) ୦୫/୧୨/୨୦୨୦ : ପର୍ଯ୍ୟଟନ ଋତୁରେ ପ୍ରକୃତିର ଗନ୍ତାଘର, ଶରୀସୃପଙ୍କ ଅଦ୍ୱିତୀୟ ଭୂସ୍ୱର୍ଗ କୁହାଯାଉଥିବା ଭିତରକନିକା ଜାତୀୟ ଉଦ୍ୟାନରେ ପର୍ଯ୍ୟଟକଙ୍କ ଭିଡ ଲାଗିଛି । ଦୀର୍ଘ ୮ମାସ ଧରି ବନ୍ଦ ରହିବା ପରେ କୋଭିଡ କଟକଣା ଭିତରେ ଖୋଲିଛି ଭିତରକନିକା । ପର୍ଯ୍ୟଟକମାନେ ଜାତୀୟ ଉଦ୍ୟାନର ପ୍ରାକୃିତ ସୌନ୍ଦଯ୍ୟର ମଜା ଉଠାନ୍ତି ।
ପର୍ଯ୍ୟଟନ ଋତୁରେ ଭିତରକନିକାରେ ପର୍ଯ୍ୟଟନଙ୍କ ଭିଡ
