ଅପରାଧନ୍ୟୁଜ୍ରାଜ୍ୟ

୩ ଜଣ ୱାଣ୍ଟେଡ଼୍‌ଙ୍କ ବାବଦରେ ସୁଚନା ଦେବାକୁ କ୍ରାଇମବ୍ରାଞ୍ଚ ଜାରି କଲା ଭିନ୍ନ ଭିନ୍ନ ନମ୍ବର

ସତ୍ୟଶିଖା(ଭୁବନେଶ୍ୱର) ୨୯ .୧୧.୨୦୨୧: ୩ ଜଣ ୱାଣ୍ଟେଡ଼୍‌ଙ୍କ ବାବଦରେ ସୁଚନା ଦେବାକୁ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟ ପକ୍ଷରୁ ସୁଚନା ମିଳିଛି । ୩ ଜଣଙ୍କ ଫଟୋ ସହ ୩ ଜଣଙ୍କ ଲାଗି ପୃଥକ ନମ୍ବର ଜାରି କରିଛି କ୍ରାଇମବାଞ୍ଚ ।

ତାଲିକାରେ ରହିଛନ୍ତି ଫେରାର ଚିଟଫଣ୍ଡ ଅଭିଯୁକ୍ତ ତ୍ରିବେଣୀ ମହାନ୍ତି ,ଆଦିତ୍ୟ ଦାସ ଏବଂ ୱାଣ୍ଟେଡ଼୍ ତାଲିକାରେ ଜ୍ୟୋତିରଞ୍ଜନ ବେଉରା ଓରଫ ଗୋଲଡ଼େନ୍ ବାବା ।

ତେବେ ଏମାନଙ୍କ ବିଷୟରେ ସୁଚନା ଦେବାକୁ ଭିନ୍ନ ଭିନ ନମ୍ବର ଜାରୀ କରାଯାଇଛି ।

  • ·        ତ୍ରିବେଣୀ ମହାନ୍ତି (୭୦୦୮୧୬୦୧୧୪)
  • ·        ଆଦିତ୍ୟ ଦାସ (୯୪୩୭୦୯୭୬୬୨)
  • ·        ଗୋଲଡ଼େନ୍ ବାବା (୯୪୩୮୧୨୯୬୧୨)
Show More
Back to top button