ଖାଦ୍ୟଜୀବନମନ୍ତ୍ରରୋଷେଇ
କ୍ରିମ ଲସୀ


ସତ୍ୟଶିଖା ୧୬/୦୨/୧୦୨୧ :
ଆବଶ୍ୟକ ସାମଗ୍ରୀ
ଦହି – ୨କପ
ଚିନି – ୧ କପରୁ ସାମାନ୍ୟ କମ
ଗୁଜୁରାତି ଗୁଣ୍ଡ – ୧ ଚାମଚରୁ କମ
କ୍ରିମ – ୩ ଚାମଚ
ବରଫ ଖଣ୍ଡ – ୩ଟି
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଦହି, ଚିନି, କ୍ରିମକୁ ଭଲ ଭାବେ ପେଷି ଦିଅନ୍ତୁ । ଏବେ ପୁଣି ବରଫ ଖଣ୍ଡ, ଗୁଜୁରାତି ଗୁଣ୍ଡ ପକାଇ ଭଲ ଭାବେ ପେଷି ଦିଅନ୍ତୁ । ଏବେ ଏହାକୁ ଏକ କାଚ ଗ୍ଲାସକୁ କାଢି ଏହା ଉପରେ କିଛି କାଜୁ, କ୍ରିମ, ଚେରି ପକାଇ ସଜାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା କ୍ରିମ ଲସୀ। ଏହାକୁ ପିଅନ୍ତୁ ଓ ମଜା ନିଅନ୍ତୁ ।