ସତ୍ୟଶିଖା (ନୂଆଦିଲ୍ଲୀ) ୨୨/୧୦/୨୦୨୦ : ବିଶ୍ୱ ସ୍ଵାସ୍ଥ ସଂଗଠନ (ଡବ୍ଲଏଚଓ) ଅନୁସାରେ ପ୍ରାୟ ୧୨ଟି କରୋନା ଭାକସିନ ଟ୍ରାଏଲ ରହିଛି ଅନ୍ତିମ ପର୍ଯ୍ୟାୟରେ । ଏହି ଟ୍ରାଏଲରେ ଅକ୍ସଫୋର୍ଡ ୟୁନିଭର୍ସିଟି ଓ ଆଷ୍ଟ୍ରାଜେନେକାର କରୋନା ଭାକସିନକୁ ସବୁଠୁ ଉନ୍ନତ ବୋଲି କୁହାଯାଉଛି । ତେବେ ଏହାର ଭିତରେ ଏକ ଖରାପ ଖବର ସାମ୍ନାକୁ ଆସିଛି । ଭାକସିନ୍ ଟ୍ରାଏଲ ବେଳେ ବ୍ରାଜିଲରେ ଜଣେ ସ୍ଵେଚ୍ଛାସେବୀଙ୍କ ମୃତ୍ୟୁ ହୋଇଛି ।
କରୋନା ଟିକା: ଅକ୍ସଫୋର୍ଡ ଭାକସିନ ଟ୍ରାଏଲରେ ସାମିଲ ଜଣେ ସ୍ଵେଚ୍ଛାସେବୀଙ୍କ ମୃତ୍ୟୁ
