ନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

ଓଡିଶାରେ କରୋନା ; ଚିହ୍ନଟ ହେଲେ ୮୨ ଆକ୍ରାନ୍ତ

ସତ୍ୟଶିଖା( ଭୁବନେଶ୍ୱର )୦୮.୧୦.୨୦୨୨:  ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୨ ଆକ୍ରାନ୍ତ। ସେମାନଙ୍କ ମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧୦,ସଙ୍ଗରୋଧରୁ ୪୮ ,ସ୍ଥାନୀୟ ୩୪ । ଆଉ ୬୨୩ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୪,୭୮୭କୁ ବୃଦ୍ଧି ପାଇଛି। ୧୩,୨୪,୯୧୨ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୯ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ବାଲେଶ୍ୱରରୁ ୧, ବରଗଡ ୩, ଭଦ୍ରକ ୧, କଟକ ୧୦, ଦେଓଗଡ ୨, ଢେଙ୍କାନାଳ ୧, ଗଞ୍ଜାମ ୩, ଯାଜପୁର ୩, କଳାହାଣ୍ଡି ୨,କେନ୍ଦୁଝର ୩, ଖୋର୍ଦ୍ଧା ୧୩, ମୟୁରଭଞ୍ଜ ୧,ନବରଙ୍ଗପୁର ୧, ନୟାଗଡ ୨, ନୂଆପଡା ୩, ପୁରୀ ୧୧,ରାୟଗଡା ୨, ସମ୍ବଲପୁର ୩, ସୁନ୍ଦରଗଡ ୧୪ ଓ ଷ୍ଟେଟ ପୁଲରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Show More
Back to top button