ସତ୍ୟଶିଖା (ନୂଆଦିଲ୍ଲୀ) ୨୫/୧୧/୨୦୨୦ : ଭାରତ ମହାସାଗରରେ ଆସୁଛି ବାତ୍ୟା ନିଭାର୍ । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଅଧିକ ଘନୀଭୂତ ହୋଇ ବାତ୍ୟା ରୂପ ନେବା ସମ୍ଭାବନା ରହିଛି । ୧୪୫ କିମି ବେଗରେ ଏହା ମାଡ଼ ହେବ । ଧିରେଧିରେ ଘନୀଭୂତ ହେଉଛି ବାତ୍ୟା ‘ନିଭାର’ । ଉପକୂଳ ଅତିକ୍ରମ ବେଳେ ପବନର ବେଗ ରହିବ ୧୨୦ ରୁ ୧୩୦କିମି । ଝଟକା ପବନ ବେଳେ ବେଗ ୧୪୫ କିମି ରହିବା ସମ୍ଭାବନା ରହିଛି ।
ଆସୁଛି ବାତ୍ୟା “ନିଭାର୍” : ଆଜି ଲ୍ୟାଣ୍ଡଫଲ
