ସ୍ଵlସ୍ଥ୍ୟ ପାଇଁ ଲାଭଦାୟକ ନଡ଼ିଆ ତେଲ l

ସତ୍ୟଶିଖା ୩ .୦୯.୨୦୨୦ : ପ୍ରତି ବର୍ଷ ସେପ୍ଟେମ୍ବର ୨ତାରିଖରେ ଆନ୍ତର୍ଜାତୀୟ ନଡ଼ିଆ ଦିବସ କିମ୍ବା ବିଶ୍ୱ ନଡ଼ିଆ ଦିବସ ପାଳନ କରାଯାଇଥାଏ। ସମଗ୍ର ବିଶ୍ୱ ନଡ଼ିଆର ଗୁଣ ଏବଂ ଗୁରୁତ୍ୱକୁ ବୁଝି ସାରିଛି । ଏହା ଆମ ସ୍ଵlସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ନଡ଼ିଆ ପାଣିଠୁ ଆରମ୍ଭ କରି ଫଳ ଏବଂ ଏହାର ତେଲ ଯାଏଁ ସବୁ ଜିନିଷ ଆମକୁ ସୁସ୍ଥ କରିଥାଏ । ଦକ୍ଷିଣ ଭାରତରେ ନଡ଼ିଆ ତେଲରେ  ଲୋକେ ଖାଦ୍ୟ ରୋଷେଇ କରିଥାନ୍ତି । ଯଦି ଆପଣ ବି ସୁସ୍ଥ ଜୀବନଶୈଳୀ ଚାହୁଁଛନ୍ତି ତେବେ ନିଜ ଡାୟେଟରେ ନଡ଼ିଆ ତେଲ ସାମିଲ କରନ୍ତୁ । ଖାଇବାରେ ନଡ଼ିଆ ତେଲ ସାମିଲ କରିବା ଦ୍ୱାରା ଆପଣଙ୍କୁ ହୃଦୟଠୁ ନେଇ ପାଚନ ତନ୍ତ୍ର ଯାଏଁ ଅନେକ ରୋଗରୁ ଫାଇଦା ମିଳିଥାଏ । ଆସନ୍ତୁ ବିଶ୍ଵ ନଡ଼ିଆ ଦିବସରେ ଜାଣିବା ଏହାର ଗୁଣ ବିଷୟରେ

Exit mobile version