ନ୍ୟୁଜ୍ରାଜ୍ୟ

ସମ୍ବଲପୁରରେ ଓକିଲଙ୍କ ଆନ୍ଦେଳନ ବେଳେ ଉତ୍ତେଜନା: ଓକିଲ-ପୋଲିସ ଧସ୍ତାଧସ୍ତି

ସତ୍ୟଶିଖା(ଭୁବନେଶ୍ୱର )୩୦.୧୧.୨୦୨୨:  ସମ୍ବଲପୁର: ସମ୍ବଲପୁରରେ ଓକିଲଙ୍କ ଆନ୍ଦେଳନ ବେଳେ ଉତ୍ତେଜନା । କଚେରି ଛକରେ ଓକିଲଙ୍କ ଟେଣ୍ଟ ଉପାଡି ଫିଙ୍ଗିଲେ ପୋଲିସ । ଆନ୍ଦେଳନରତ ଓକିଲ ଓ ପୋଲିସଙ୍କ ମଧ୍ୟରେ ଧସ୍ତାଧସ୍ତି । ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦେଳନ ବେଳେ ଉତ୍ତେଜନା ।

Show More
Back to top button