ସତ୍ୟଶିଖା(କଟକ ) ୩୧.୦୧.୨୦୨୨ : ଓଡିଶା ୪ ଆଇନଜୀବୀ ହେବେ ହାଇକୋର୍ଟ ବିଚାରପତି । ଏନେଇ ସୁପ୍ରିମକୋର୍ଟଙ୍କ କଲେଜିୟମ ୪ ଆଇନଜୀବୀଙ୍କ ନାମ ଗତ ୨୯ ତାରିଖରେ ସୁପାରିଶ କରିଥିଲେ । ଆଇନଜୀବୀ ଭି ନରସିଂହ, ସଞ୍ଜୟ କୁମାର ମିଶ୍ର, ବିରଜା ପ୍ରସନ୍ନ ଶତପଥୀ ଓ ରମଣ ମୁରହରିଙ୍କ ନାମକୁ ଆଜି ମଞ୍ଜୁରୀ ମିଳିଛି ।

Lorem ipsum dolor sit amet, consectetur.