ରାଜ୍ୟ

ଆଇଏଏସ ସ୍ତରରେ ଅଦଳବଦଳ

ସତ୍ୟଶିଖା(ଭୁବନେଶ୍ୱର )୨.୦୯ .୨୦୨୧:  ରାଜ୍ୟ ସରକାର ଆଇଏଏସ ସ୍ତରରେ  ଛୋଟ ଧରଣର ଅଦଳବଦଳ କରିଛନ୍ତି ।  ତଦନୁଯାୟୀ  ଡ. ପ୍ରମୋଦ କୁମାର ମେହେର୍ଦ୍ଧା କେନ୍ଦ୍ରୀୟ ଡେପୁଟେସନରେ ଯାଇଛନ୍ତି ।  ସେ କେନ୍ଦ୍ରରେ ଏନଏଫଏସଏମ ଏମଡିଭାବେ ଦାୟିତ୍ୱ ତୁଲାଇବେ । ସେହିପରି ଜଳସମ୍ପଦ ସଚିବ ଅନୁ ଗର୍ଗଙ୍କୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗର  ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।   ଏହାଛଡ଼ା ଉଚ୍ଚ ଶିକ୍ଷା ସଚିବ ଶାଶ୍ୱତ ମିଶ୍ରଙ୍କୁ ରାଜ୍ୟପାଳଙ୍କ ପ୍ରମୁଖ ସଚିବଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି ।

Show More
Back to top button