ଅପରାଧରାଜ୍ୟ

ଝାରପଡା ଜେଲରେ ପହଞ୍ଚିଲା ସିବିଆଇ ଟିମ୍‌

ଭୁବନେଶ୍ବର: ବାରଙ୍ଗ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଆଜି ରିମାଣ୍ଡରେ ନେବ ସିବିଆଇ । ଏନେଇ ଝାରପଡା ଜେଲରେ ପହଞ୍ଚିଛି ସିବିଆଇ ଟିମ୍‌ । ସିବିଆଇର ଏକ ଚାରି ଜଣିଆ ଟିମ୍‌ ଝାରପଡା ଜେଲରେ ପହଞ୍ଚିଛନ୍ତି । ସୂଚନାଥାଉକି, ଗତକାଲି(ବୁଧବାର) ଟିଆଇ ପରେଡରେ ବିବନକୁ ପୀଡିତା ଚିହ୍ନଟ କରିଥିଲେ ।

Show More
Back to top button